Only for Entertainment

ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ନିହାତି ଖାଆନ୍ତୁ ଏହି ୯ଟି ଖାଦ୍ୟ, ଔଷଧ ଦରକାର ହେବ ନାହିଁ

ndtvfood
106

ମହିଳା ହୁଅନ୍ତୁ ବା ପୁରୁଷ ଶୋଇବା ସମୟରେ ଅଧିକାଂଶ ବ୍ୟକ୍ତିଙ୍କର ଘୁଙ୍ଗୁଡ଼ି ହୋଇଥାଏ । ଯାହାଦ୍ୱାରା ଏମାନଙ୍କ ନିକଟରେ କେହି ମଧ୍ୟ ଶୋଇବା ପାଇଁ ରାଜି ହୁଅନ୍ତି ନାହିଁ । ଏହି ଧ୍ୱନି ଖୁବ ବିରକ୍ତିକର ଯାହା ଅନ୍ୟକୁ ଶୋଇବାକୁ ଦିଏନାହିଁ । ଯଦି ଆପଣ ଘୁଙ୍ଗୁଡ଼ିକୁ ଖୁବ ସାଧାରଣ ଭାବରେ ନେଇ ଯାଉଥିବେ ତଥାପି ଏହା ସେହିଭଳି ହୋଇନଥାଏ । ଯଦି ଅଧିକ ଦିନ ଧରି ଏହିଭଳି ସମସ୍ୟା ଦେଖାଯାଉଛି ତେବେ ତତକ୍ଷଣାତ୍ ଏହାର ଚିକିତ୍ସା କରାଇ ନେବା ଉଚିତ । ଘୁଙ୍ଗୁଡ଼ି ହେବାର ପ୍ରମୁଖ କାରଣ ହେଉଛି ନାକ ରୁଦ୍ଧ ଏବଂ ଗଳାରୁଦ୍ଧ । କିନ୍ତୁ ଖାସ କଥା ହେଉଛି ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ଘୁଙ୍ଗୁଡ଼ି ମାରୁଥିବା କଥା ଭୁଲି ଯାଆନ୍ତି । ଅଧିକ ଆଲକହଲ ନେବା, ଧୂମ୍ରପାନ କରିବା ଆଦି ଦ୍ୱାରା ମଧ୍ୟ ଘୁଙ୍ଗୁଡ଼ି ହୋଇଥାଏ । ଭିନ୍ନ ଭିନ୍ନ କାରଣ ପାଇଁ ଏହି ସମସ୍ୟା ଦେଖାଦିଏ । ପ୍ରକୃତ କାରଣକୁ ଜାଣିବା ହୁଏତ କଷ୍ଟସାଧ୍ୟ ।ଯଦିଓ ଏହାର ଏକାଧିକ କାରଣ ଅଛି ତଥାପି କିଛି ଡାଇଟ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ।

୧. ମହୁ
୨. ପେପରମିଂଟ
୩. ରସୁଣ
୪. ହଳଦୀ ଦୁଗ୍ଧ
୫. ମାଛ
୬. ପିଆଜ
୭. ସଏ ମିଲ୍କ
୮. ସପୁରୀ
୯. ଚା

ଡାଇଟରେ ଏହି ସମସ୍ତ ଖାଦ୍ୟକୁ ସାମିଲ କଲେ ଏଥିରୁ କିଛି ମାତ୍ରାରେ ମୁକ୍ତି ମିଳିପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More