ଶ୍ରୀଦେବୀଙ୍କ ନିଧନ ପରେ ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ !
ଦିବାଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଖୁସି କପୁରଙ୍କୁ ଗାଳି ଦେଉଥିବାର ନଜର ଆସିଛନ୍ତି ଶ୍ରୀଦେବୀ ।
ଭିଡିଓକୁ ଦେଖି ଲାଗୁଛି ଯେପରି ଶ୍ରୀଦେବୀ କୌଣସି ଏକ ସାକ୍ଷାତକାର କିମ୍ବା ସୁଟିଂରେ ବ୍ୟସ୍ତ ଅଛନ୍ତି । ସେହି ସମୟରେ ଖୁସି ସେଠାକୁ ଆସି ଶ୍ରୀଦେବୀଙ୍କୁ କିଛି କହୁଛନ୍ତି । ଦେଖନ୍ତୁ ଭିଡିଓ-
ଏହିକାରଣରୁ ସେ ବିବ୍ରତ ହୋଇଯାଇ ପ୍ୟାର ଭରା ଅନ୍ଦାଜରେ ଗାଳି କରୁଛନ୍ତି । ଏହି ଭିଡିଓରେ ଶ୍ରୀଦେବୀଙ୍କ ସହ ଏକ ମହିଳା ମଧ୍ୟ ନଜର ଆସୁଛନ୍ତି ।