ଢାବାରେ ସଲମାନଙ୍କ ବିନ୍ଦାସ ଅନ୍ଦାଜ,ଫଟୋ ଭାଇରାଲ ।
ସଲମାନ ଏବେ ତାଙ୍କ ଅପକମିଂ ଫିଲ୍ମ ରେସ ଥ୍ରିରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମର ଦୁଇଟି ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି ।
ସୁଟିଂ କାରଣରୁ ତାଙ୍କା କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବର ଅନୁସାରେ ସଲମାନଙ୍କୁ ଢାବାର ଖାଇବା ଖୁବ ଭଲ ଲାଗିଲା ଓ ସେ ଟିପ ସ୍ୱରୂପ ୧୦୦୦ଟଙ୍କା ଦେଲେ ।