Only for Entertainment

ଖରାଦିନରେ ଏହିଭଳି ପ୍ରସ୍ତୁତ କରନ୍ତୁ ମସଲା ଛାଚ ।

Pakwangali
0 60

ସାମଗ୍ରୀ:
୧କପ ଦହି
୧ଟେବୁଲ ଚାମଚ ସବୁଜ ଧନିଆ କଟା
୨ ଛୋଟ ଚାମଚ ସବୁଜ କଂଚା ଲଙ୍କା କଟା
୧ ଚାମଚ ଲୁଣ
୨ ଚାମଚ କଳା ଲୁଣ
୧/୨ କପ ପାଣି
କିଛି ଚାଟ ମସଲା

ପ୍ରସ୍ତୁତି ପ୍ରଣାଳୀ:
ଏକ ପାତ୍ରରେ ଦହି, ଧନିଆ ଏବଂ କଂଚା ଲଙ୍କା ନିଅନ୍ତୁ । ଏଥିରେ କଳା ଲୁଣ ଏବଂ ଲୁଣ ପକାନ୍ତୁ । ଏହାକୁ ଭଲ ଭାବେ ମିଳାଇ ଏଥିରେ ପାଣି ମିଶାନ୍ତୁ । ବ୍ଲେଣ୍ଡରରେ ଏହି ମିଶ୍ରଣକୁ ଭଲ ଭାବେ ମିଶାଇ ବ୍ଲେଣ୍ଡ କରି ନିଅନ୍ତୁ ଯେପରି ଛାଚ ଭଲ ଭାବେ ପ୍ରସ୍ତୁତ ହୋଇପାରିବ । ଏହାକୁ ଗ୍ଲାସକୁ କାଢି ନିଅନ୍ତୁ ଏବଂ ଏଥିରେ ଚାଟ ମସଲା ପକାନ୍ତୁ । ଏହାପରେ ଚାଟ ମସଲା ପକାଇ ଗାର୍ନିସ କରି ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More