ସୋନାକ୍ଷୀ-ଜ୍ୟାକଲିନଙ୍କ ସହିତ ମସ୍ତୀ କରୁଥିବାର ନଜର ଆସିଲେ ସଲମାନଙ୍କ ଭଣଜା ଆହିଲ ।
ସୋନାକ୍ଷୀ ଏବଂ ଜ୍ୟାଲିନ ଏବେ ସଲମାନଙ୍କ ସହିତ ଦବଙ୍ଗର ୱାର୍ଲଡ ଟୁରରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏହି ବିଜି ସିଡ୍ୟୁଲରେ ଦୁଇ ଷ୍ଟାରଙ୍କୁ କମ୍ପାନୀ ଦେବା ପାଇଁ ପହଂଚିଛନ୍ତି ସଲମାନଙ୍କ ଭଣଜା ଆହିଲ ।
ସଲମାନଙ୍କ ଭଉଣୀ ଅର୍ପିତା ଜ୍ୟାକଲିନଙ୍କ ସହିତ ଆହିଲଙ୍କର ଏକ ଫଟୋ ସେୟାର କରିଛନ୍ତି । ସେ କ୍ୟାପ୍ସନ ଲେଖିଛନ୍ତିଯେ ଆହିଲ ଫାଷ୍ଟ କ୍ରଶ ଜ୍ୟାକି ।