ସଲମାନ ଖାନ ବଲିଉଡର ବ୍ୟସ୍ତ କଳାକାରଙ୍କ ମଧ୍ୟରେ ଜଣେ ଏବଂ ଲଗାତର ସବୁବେଳେ କାମ କରୁଥାନ୍ତି । ନା କେବଳ ଫିଲ୍ମରେ ମାତ୍ର ଟିଭି ରେ ମଧ୍ୟ ନଜର ଆସୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ରେସ୩ ଏବଂ ଦବଙ୍ଗ ଟୁର ପରେ ଏବେ ଭାରତ ଫିଲ୍ମ ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏମିତି ହେଲେ କେହି ବି ସୁପରଷ୍ଟାର ଆରମ କରିବାକୁ ଚାହିଁବ । ଏଠାରେ ଆମେ କହି ରଖୁଛୁ ସଲମାନ ଖାନ ଏବେ ଦୁବାଇ ରେ ଅଛନ୍ତି ଏବଂ ମସ୍ତି କରୁଥିବାର ନଜର ଆସିଛନ୍ତି ।
ଆଜ୍ଞା ହଁ ସଲମାନ ଖାନଙ୍କ ଏକ ଫଟୋ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ସେ ଆରମ କରୁଥିବାର ନଜର ଆସିଛନ୍ତି ।
ସଲମାନଙ୍କର ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ସଲମାନ ଏକ ମଲ ରେ ବୁଲୁଥିବା ଏବଂ ମୋବାଇଲରେ ବ୍ୟସ୍ତ ଥିବା ନଜର ଆସିଛନ୍ତି । ଏହି ଭିଡ଼ିଓକୁ ସଲମାନଙ୍କ କୌଣସି ଫ୍ୟାନ ଅପଲୋଡ଼ କରିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।
ଏହି ଫିଲ୍ମ ପାଇଁ ଅତୁଲ ଅଗ୍ନିହୋତ୍ରୀ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି କାରଣ ସଲମାନ ଙ୍କ ପାଖରେ ଡେଟ ନଥିଲା ତେଣୁ ଏବେ ଏହି ଫିଲ୍ମ ଆରମ୍ଭ ହୋଇଯାଇଛି ।