ହିନା ଖାନଙ୍କ ପ୍ରଥମ ମ୍ୟୁଜିକ ଭିଡ଼ିଓରିଲିଜ ହୋଇ ସାରିଛି । ୧୭ ଜୁଲାଇ ସଂଧ୍ୟା ୬ଟାରେ ରିଲିଜ ହୋଇଛି । ଏବେ ଏହି ଭିଡ଼ିଓ ୟୁଟ୍ୟୁବରେ ଧୁମ ମଚାଉଛି । ଏପର୍ଯ୍ୟନ୍ତ ଗୀତକୁ ୪,୬୧୨,୯୩୫ ଭ୍ୟୁଜ ମିଳିସାରିଛି ।
ଗୀତରେ ହିନା ଖାନଙ୍କ ସାନଦାର ଡ୍ୟାନ୍ସ ମୁଭ୍ସ ନଜର ଆସିଛି । ଗୀତର ସବୁଠାରୁ ଖାସ କଥା ହେଉଛିଯେ ବିଗବସର ସବୁଠାରୁ ବିବାଦୀୟ ପ୍ରତିଯୋଗୀ ସ୍ୱାମୀ ଓମ ବିଷୟରେ କୁହାଯାଇଛି ।