ସନି ଲିଓନଙ୍କ ଉପରେ ଆଧାରିତ ଫିଲ୍ମ କରନଜୀତ କୌରର ଦ୍ୱିତୀୟ ସିଜନର ଟ୍ରେଲର ରିଲିଜ ହୋଇ ସାରିଛି । ପ୍ରଥମ ସିଜନରେ ସନିଙ୍କ ଜୀବନର ଆରମ୍ଭ କାହାଣୀକୁ ଦେଖା ଯାଇଥିବା ସମୟରେ ଏହି ସିଜନରେ ତାଙ୍କ ପରିବାରର କାହାଣୀକୁ ଦର୍ଶାଯାଇଛି । ଦେଖନ୍ତୁ ଫିଲ୍ମର ଟ୍ରେଲର ।