ଜାଣନ୍ତୁ ଏ ସପ୍ତାହର ରାଶିଫଳ
ମେଷ:ରବି ଓ ସୋମବାର: ଅଟକିଥିବା ପଇସା ମିଳିବ। ମଙ୍ଗଳ ଓ ବୁଧବାର: ଆପଣଙ୍କ ପରିଶ୍ରମର ପୂରା ଫଳ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ।
ବୃଷ:ରବି ଓ ସୋମବାର: କାରବାରୀଙ୍କ ପାଇଁ ସମୟ ବଢ଼ିଆ ରହିବ। ମଙ୍ଗଳ ଓ ବୁଧବାର: ମନରେ ନୂଆ ନୂଆ ବିଚାର ଆସିବ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ଲୋକଙ୍କ ସହିତ ପରିଚୟ ହେବ।
ମିଥୁନ:ରବି ଓ ସୋମବାର: ବ୍ୟକ୍ତିତ୍ଵର ବିକାଶ ଲାଗି ସମୟ ବଢ଼ିଆ। ମଙ୍ଗଳ ଓ ବୁଧବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଗୁରୁ, ଶୁକ୍ର ଓ ଶନିବାର: ଧନଲାଭ ହେବ ଏବଂ ପ୍ରେମରେ ସଫଳତା ମିଳିବ।
କର୍କଟ: ରବି ଓ ସୋମବାର: ଆୟର ନୂଆ ସାଧନ ମିଳିବ। ମଙ୍ଗଳ ଓ ବୁଧବାର: ଦୀର୍ଘ ଦିନର କୌଣସି ଆଶା ପୂରା ହେବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମ ଜୀବନ ରୋଚକ ଓ ଆନନ୍ଦମୟ ରହିବ।
ସିଂହ: ରବି ଓ ସୋମବାର: ଭାବିଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ଭାଗ୍ୟର ପୂରା ସାଥ୍ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ମିଳିବ।
କନ୍ୟା: ରବି ଓ ସୋମବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ। ମଙ୍ଗଳ ଓ ବୁଧବାର: ବେପାରୀବର୍ଗଙ୍କୁ ଧନଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ।
ତୁଳା: ରବି ଓ ସୋମବାର: କୌଣସି ବିଶେଷ କଥାର ସୂଚନା ମିଳିବ। ମଙ୍ଗଳ ଓ ବୁଧବାର: କ୍ୟାରିୟରରେ ଉନ୍ନତିର ସମ୍ଭାବନା। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ଯୋଗାଯୋଗ ଭଲ ରହିବ।
ବିଛା: ବି ଓ ସୋମବାର: ଘର ଓ ଅଫିସ୍ରେ ଖୁସିର ବାତାବରଣ ରହିବ। ମଙ୍ଗଳ ଓ ବୁଧବାର: ସବୁ କାମ ସକାରାତ୍ମକ ରୂପେ ପୂରା ହେବ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ଲୋକଙ୍କ ସହିତ ଯୋଡ଼ିବେ।
ଧନୁ: ରବି ଓ ସୋମବାର: ବ୍ୟବସାୟରେ ଫାଇଦା ମିଳିବ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଧର୍ମକର୍ମରେ ରୁଚି ବଢ଼ିବ।
ମକର:ରବି ଓ ସୋମବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କ ଲାଗି ସମୟ ବଢ଼ିଆ ରହିବ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।
କୁମ୍ଭ:ରବି ଓ ସୋମବାର: ମନରେ ଲାଗି ରହିଥିବା ଚିନ୍ତା ସମାପ୍ତି ହେବ। ମଙ୍ଗଳ ଓ ବୁଧବାର: ଅଚାନକ ଧନଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ଆୟ ବଢ଼ିବ ଏବଂ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ମୀନ:ରବି ଓ ସୋମବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ମଙ୍ଗଳ ଓ ବୁଧବାର: କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଗୁରୁ, ଶୁକ୍ର ଓ ଶନିବାର: ଶାନ୍ତ ଓ ଚିନ୍ତାମୁକ୍ତ ରହିବେ।