ବିଦ୍ୟାଳୟରେ ପିଲାଙ୍କୁ ପୋଲ ଡ୍ୟାନ୍ସ କରାଇଲେ ଟିଚର,ଭିଡ଼ିଓ ଭାଇରାଲ ।
ଚୀନ ର ଏକ କିଣ୍ଡରଗାର୍ଟନ ବିଦ୍ୟାଳୟର ପ୍ରଧାନମନ୍ତ୍ରୀ ପିଲାଙ୍କ ସାମ୍ନାରେ ପୋଲ ଡ୍ୟାନ୍ସ ଆୟୋଜନ କରିଥିଲେ ଏବଂ ଆରୋପ ପରେ ତାଙ୍କୁ ବହିଷ୍କାର କରାଗଲା । ପିଲାଙ୍କ ଅଭିଭାବକ ଏହାକୁ ନେଇ କ୍ରୋଧିତ ଥିଲେ । ପୋଲ୍ରେ ଚୀନ୍ର ଝଣ୍ଡା ଲାଗିଥିଲା ।
ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ଛୀନ୍ର ସେନଝେନ ଜିଲ୍ଲାରେ ଶିକ୍ଷା ପ୍ରାଧିକାରୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବହିଷ୍କାର କରିଛନ୍ତି । ସୋମବାର ଦିନ ସ୍କୁଲରେ ପିଲାଙ୍କର ପ୍ରଥମ ଦିନ ଥିଲା,ଏହି ଦିନ ପୋଲ ଡ୍ୟାନ୍ସ ଆୟୋଜନ କରାଯାଇଥିଲା । ଏଥିପାଇଁ ବାହାରୁ କଳାକାର ଆସିଥିଲେ । ଏହା ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଛି ।