ରିତେଶ ଦେଶମୁଖଙ୍କ ୨ ବର୍ଷର ପୁଅ ସାହିଲ ତୈମୁରଙ୍କୁ ଦେଲେ ଫିଟନେସ ଚ୍ୟାଲେଂଜ,ଦେଖନ୍ତୁ ତାଙ୍କ ସାହସୀ ଭିଡ଼ିଓ ।
କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଫିଟନେସ ଚ୍ୟାଳେଠଜକୁ ସାରା ଦେଶର ଲୋକ ଗ୍ରହଣ କରିଛନ୍ତି । ବାଦ ପନି ନାହାଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବଲିଉଡ ସେଲିବ୍ରେଟୀ । ତେବେ ଏଡି ଫିଟନେସ ଚ୍ୟାଲେଂଜ ଖୁବ ହିଟ ହୋଇଛି । ଏହି ଚ୍ୟାଲେଂଜକୁ ରିତେଶ ଦେଶମୁଖ ଏବଂ ଜେନିଲିଆଙ୍କ ୨ ବର୍ଷର ପୁଅ ସାହିଲ ଏହି ଚ୍ୟାଲେଂଜକୁ ଗ୍ରହଣ କରିଛନ୍ତି ଏବଂ ସାହିଲ ତୈମୁର ଏବଂ ଅନ୍ୟ କେତକ ଷ୍ଟାକିଡସଙ୍କୁ ମଧ୍ୟ ଫିଟନେସ ଚ୍ୟାଲେଂଜ ଦେଇଛନ୍ତି । ଦେଖନ୍ତୁ ଭିଡ଼ିଓ ।
Rahyl accepts his Baba’s #FitnessChallenge … He further challenges the Bachcha Gang….. #BachceFitTohDeshFit pic.twitter.com/5zfA0AUxRK
— Genelia Deshmukh (@geneliad) August 29, 2018
ଏହା ହେଉଛି ପ୍ରଥମ ଭିଡ଼ିଓ ଯେତେବେଳେ ଛୋଟ ପିଲା ଏହି ଚ୍ୟାଲେଂଜକୁ ଗ୍ରହଣ କରିଛନ୍ତି । ଜେନିଲିଆ ଏହି ଭିଡ଼ିଓକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଊଂଟରେ ସେୟାର କରିଛନ୍ତି ।