ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ସଂଯୁକ୍ତ ଆରବ ଏମିରେଟ୍ ସ୍ଥିତ ସାରଜା ଅଲ୍ ନାହାଦାରେ ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ପୂଜା ଖୁବ ଧୁମଧାମରେ ପାଳନ କରିବା ସହ ବନ୍ଧୁ ମିଳନ ଉତ୍ସବ ମଧ୍ୟ ହୋଇଯାଇଛି ।
ବିଦେଶରେ କାର୍ଯ୍ୟରତ ଓଡିଆ ମାନେ କ୍ରମାଗତ ଭାବେ ଦ୍ବିତୀୟ ବର୍ଷ ଏହି କାର୍ଯ୍ୟକ୍ରମ ବେଶ୍ ଆଡମ୍ବରରେ ପାଳନ କରି ଗୌରବାନ୍ବିତ ।
ଶ୍ରୀନିବାସ, ଦିବ୍ୟଜ୍ୟୋତି, ସୌରଭ ସାହୁ, ସୁଦର୍ଶନ, ବିଶ୍ବଜିତ ଲେଙ୍କା, ସୁନୀଲ ନାୟକ, ଅରୁଣ, ଅଭିନନ୍ଦନ, ଅବିନାଶ, ରୋହିତ ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ ।