ଈଶା ଅମ୍ବାନୀଙ୍କ ନିର୍ବନ୍ଧରେ ଟ୍ରାଡିସନାଲ ଲୁକରେ ନଜର ଆସିଲେ କଳାକାର ଦେଖନ୍ତୁ ଫଟୋ ।
ଦେଶର ବଡ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କ ନିର୍ବନ୍ଧ ଗତ ଶୁକ୍ରବାର ଦିନ ହୋଇଯାଇଛି । ଇଟାଲୀର ଲେକ କୋମୋ କୂଳରେ ବଲିଉଡ କଳାକାର ଏହି ଇଭେଂଟରେ ଯୋଗ ଦେଇଥିଲେ । ଏହି ଗ୍ରାଣ୍ଡ ସମାରୋହରେ ନିକ ଜୋନସ ଏବଂ ପ୍ରିୟଙ୍କା ମଧ୍ୟ ନଜର ଆସିଥିଲେ ।
View this post on Instagram
@priyankachopra and @nickjonas pose for a picture with @manishmalhotra05.
ଏହି ଇଭେଂଟର କିଛି ଫଟୋ ଫିଲ୍ମଫେୟାର ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରାଯାଇଛି । ଫଟୋରେ ନିକ ଏବଂ ପ୍ରିୟଙ୍କା କେମେଷ୍ଟ୍ରି ଦେଖିବାକୁ ମିଳିଛି । ଦୁହେଁ ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି ।
ଇଟାଲୀରେ ହୋଇଥିବା ଏହି ନିର୍ବନ୍ଧ ଏବେ ୩ଧରି ଚାଲିବ । ପ୍ରିୟଙ୍କାଙ୍କ ବ୍ୟତୀତ ଖୁସି କପୂର ଏବଂ ବଲିଉଡର ଅତି ପରିଚିତ କଳାକାର ମଧ୍ୟ ସାମିଲ ହୋଇଛନ୍ତି ।