ଓଠରୁ ଜାଣନ୍ତୁ ଝିଅଙ୍କ ସ୍ୱଭାବ ବିଷୟରେ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଶରୀରର ବିଭିନ୍ନ ଅଙ୍ଗ ଦେଖି ସ୍ୱଭାବ ଜାଣି ହୁଏ । କିନ୍ତୁ ଓଠକୁ ଦେଖି ମଧ୍ୟ ଝିଅ ମାନଙ୍କର ସ୍ୱଭାବ ବିଷୟରେ ଜାଣି ହେବ । ତେବେ ଚାଲନ୍ତୁ ଜାଣିବା କେଉଁଭଳି ଆକୃତିର ଓଠ କେଉଁ ସ୍ୱଭାବ ସହିତ ଜଡ଼ିତ ।
ଆକର୍ଷକ ଏବଂ ସୁନ୍ଦର ଓଠ ଥିବା ଝିଅମାନେ ପରିଶ୍ରମୀ,ବୁଦ୍ଧିମାନ,ସଚ୍ଚୋଟ ଓ ଦୟାଳୁ ହୋଇଥାନ୍ତି । ଏହା ସହିତ ଅନ୍ୟ ମାନଙ୍କୁ ଇଜ୍ଜତ ମଧ୍ୟ ଦେଇଥାନ୍ତି ।
ପତଳା ଓଠ ଥିବା ଝିଅମାନେ ନିଜ ପାର୍ଟନରକୁ ଖୁବ ଭଲପାଆନ୍ତି । କିନ୍ତୁ ଏମାନେ ପାରିବାରିକ ହୋଇ ନଥାନ୍ତି ।
ମୋଟା ଓଠ ଥିବା ଝିଅମାନେ କମ ଝଗଡ଼ା ସ୍ୱଭାବର ହୋଇଥାନ୍ତି । ତେଣୁ ପାର୍ଟନର ସହିତ ଏମାନଙ୍କର ସଂପର୍କରେ ସମସ୍ୟା ଦେଖାଦିଏ । ଏହା ସହିତ ଏମାନଙ୍କୁ ଅନ୍ୟ ମାନଙ୍କ ସହିତ ମିଶିବା ପାଇଁ ମଧ୍ୟ ସମୟ ଲାଗିଥାଏ ।
ଯେଉଁ ଝିଅମାନଙ୍କ ଓଠ ସାମାନ୍ୟ ପତଳା ହୋଇଥାଏ ସେମାନେ ରହସ୍ୟମୟୀ ସ୍ୱଭାବର ହୋଇଥାନ୍ତି । ଚଚ୍ଛୁର ହେତୁ ଏମାନେ ନିଜ ଅସୁବିଧାକୁ ଖୁବ ସହଜରେ ସମାଧାନ କରିପାରନ୍ତି ।
କଳା ଓଠର ଝିଅମାନେ ଖୁବ ହୋସିୟାର ହୋଇଥାନ୍ତି ଏବଂ ଏମାନେ ଅଧିକ କଥା ବାର୍ତ୍ତା କରନ୍ତି ଓ ସ୍ୱାମୀଙ୍କ ସେବା ମଧ୍ୟ କରନ୍ତି । ଏମାନେ ସବୁ କାମକୁ ଖୁବ ଶୀଘ୍ର ସମାପ୍ତ କରିଦିଅନ୍ତି ।
ଗୋଲାପି ଓଠ ଥିବା ଝିଅମାନେ ଉଦାର,ବୁଦ୍ଧିବାନ ଏବଂ ସ୍ୱାଭିମାନୀ ହୋଇଥାନ୍ତି । ଅଧିକ ଗୋଲାପୀ ରଙ୍ଗର ଓଠ ଥିବା ଝିଅମାନେ ଖୁବ ଗର୍ବୀ ହୋଇଥାନ୍ତି ।