ବାପା ଭିନ୍ନ ଅନ୍ଦାଜରେ ଖୁଆଇଲେ ଝିଅକୁ, ଭିଡିଓ ଭାଇରାଲ !
ସୋସିଆଲ ମିଡିଆରେ ଏକ ଭିଡିଓ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖି ଆପଣ ନିଜ ହସକୁ ରୋକି ପାରିବେ ନାହିଁ । କୁହାଯାଏ ଯେ, ଛୁଆ ମାନଙ୍କୁ ଖାଦ୍ୟ ଖୁଆଇବା କାଠିକର ପାଠ । କିନ୍ତୁ ଏଠାରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ବାପା ଛୁଆକୁ କିଛି ନିଆରା ଅନ୍ଦାଜରେ ଖୁଆଉଛନ୍ତି । ଯାହାକୁ ଦେଖି ଆପଣ ହସି ହସି ପଡିଯିବେ । ନିଆରା ଅନ୍ଦାଜକୁ ଦେଖି ଛୁଆ ମଧ୍ୟ ଭୟରେ କିଛି ହଇରାଣ ହରକତ ନକରି ଖାଦ୍ୟ ଖାଇ ଦେଉଛି । ଏହି ଭିଡିଓ ଖୁବ ଶେୟାର ହେବାରେ ଲାଗିଛି ।
ଭିିଡିଓ ଭାରତ ବାହାରର ବୋଲି କୁହାଯାଉଛି । ଟିକଟକର ଏହି ଭିଡିଓକୁ ଖୁବ ଶେୟାର କରାଯାଉଛି । ଭିଡିଓଟି ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି ।