ପେଟା ଇଣ୍ଡିଆ ପକ୍ଷରୁ ୨୦୧୮ର ‘ପର୍ସନ ଅଫ ଦି ଇୟର’ ହେଲେ ବଲିଉଡ଼ ଅଭିନେତ୍ରୀ ସୋନମ କପୁର !
ପେଟା ଇଣ୍ଡିଆ ପକ୍ଷରୁ ୨୦୧୮ର ‘ପର୍ସନ ଅଫ ଦି ଇୟର’ ହେଲେ ବଲିଉଡ଼ ଅଭିନେତ୍ରୀ ସୋନମ କପୁର । । ପଶୁ ମାନଙ୍କ ଅଧିକାର ପାଇଁ କାମ କୁରଥିବା ସଂସ୍ଥା ପେଟା କହିଛନ୍ତି କି ସୋନମ୍ ଅନେକ କିଛି କାମ କରିଛନ୍ତି ।
ସୋନମ ଶାକାହାରୀ ଭୋଜନ ପସନ୍ଦ କରୁଥିବା ବେଳେ ସେ ତାଙ୍କ ଫ୍ୟାନ୍ସଙ୍କୁ ନିରାମିଂଶାସି ହେବା ପାଇଁ ପ୍ରେରଣା ଦେଇଛନ୍ତି । ଏହା ସହ ପଶୁ ମାନଙ୍କୁ ନମାରିବା ପାଇଁ ସଚେତନତା ସୃଷ୍ଟି କରିଛନ୍ତି । ଏହିକାରଣରୁ ପେଟା ସୋନମ ବେଷ୍ଟ ହଟେଷ୍ଟ ଭେଜିଟେରିଆନ ଅଭିନେତ୍ରୀ । ତାଙ୍କର ପଶୁମାନଙ୍କ ପ୍ରତି ଏଭଳି ପ୍ରତିକ୍ରିୟା କାରଣରୁ ତାଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ସୋନମ ସୋସିଆଲ ମିଡିଆରେ ମଧ୍ୟ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ପୋଷ୍ଟ ଶେୟାର କରି ସଚେତନ କରନ୍ତି ।