Only for Entertainment

ବିଗ ବସ ଫାଇନାଲରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିବେ ଦୀପକ-ସୋମୀ

India Today
22

ବଗ ବସ ସିଜିନ ୧୨ର ଆଜିର ଏପିସୋଡରେ ଫାଇନାଲ ହେବ ଯେ ବିଗ ବସ ଟ୍ରଫିକୁ କିଏ ନିଜ ନାମରେ କରିବ । ଦୀପିକା କକ୍କର, କରଣବୀର ବୋହରା, ଶ୍ରୀସନ୍ଥ, ଦୀପକ ଠାକୁର ଏବଂ ରୋମିଲ ଚୌଧରୀ ଚଳିତ ସିଜିନର ଫାଇନାଲରେ ପହଁଚିଛନ୍ତି । ଶୋ’ର ଅନ୍ତିମ ଏପିସୋଡ ଦର୍ଶକଙ୍କ ଖୁବ ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି । ବଗବସ-୧୨ର ଫିନାଲେରେ ଦୀପକ ଠାକୁର ଏବଂ ସୋମୀ ଖାନ ଏକା ସହିତ ରୋମାଣ୍ଟିକ ଡ୍ୟାନ୍ସ ପର୍ଫମ କରିବେ ।

କଲର୍ସ ଟିଭି ଶୋ’ର ଏକ ଟିଜର ଜାରି କରିଛନ୍ତି । ଯେଉଁଥିରେ ଦୀପକ ସୋମୀଙ୍କ ହାତ ଧରି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଡ୍ୟାନ୍ସ କରୁଥିବା ସମୟରେ ଦୀପକ ନିଜେ ଗୀତ ଗାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।


କହରଖୁଛୁ ଯେ, ଘରୁ ବେଘର ହେବା ପରେ ସୋମୀଙ୍କୁ ଦୀପକ ଏବଂ ତାଙ୍କର ରିଲେସନସିପ ବିଷୟରେ ପଚରାଯିବାରୁ ସେ କହିଥିଲେ, ଦୀପକ କେବଳ ତାଙ୍କର ଜଣେ ଭଲ ବନ୍ଧୁ ଆଉ ଏହି ବନ୍ଧୁତା ଆଗକୁ ମଧ୍ୟ ରହିବ । ସୋମୀ ଏହା ମଧେୟ କହିଥିଲେ ଘରୁ ବାହାରକୁ ଆସିବା ପରେ ମଧ୍ୟ ମୋର ସମସ୍ତଙ୍କ ସହିତ ସମ୍ପର୍କ ଭଲ ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More