Only for Entertainment

ଯୁବତୀଙ୍କ ଚାଲିରୁ ଜଣାପଡେ ସେକ୍ସ ଲାଇଫ କଥା !

videoblocks
0 319

କୁହାଯାଏ ଝିଅଙ୍କ ଗହନ ମନର ଗୋପନ କଥା ଜାଣିବା ବଡ ମୁସ୍କିଲ । ଝିଅଙ୍କ ଚାଲିଚଳନ,ଠାଣି ବାଣୀ ଆଦିକୁ ନେଇ ଅନେକ ଗଳ୍ପ ଓ କବିତା ଲେଖାଯାଇଛି । କବି ଓ ଭାବୁକମାନେ ସବୁବେଳେ ସେମାନଙ୍କର ସୃଜନଶୀଳତାରେ ପରୀକ୍ଷା ନିରୀକ୍ଷା କରିଥାନ୍ତି ଝିଅଙ୍କ ରୂପଚର୍ୟ୍ୟାକୁ ଓ ଜୀବନଶୈଳୀକୁ ନେଇ ।

୪୪ନିକଟରେ ଝିଅଙ୍କ ଚାଲିକୁ ନେଇ ଅନୁଧ୍ୟାନ କରାଯାଇଥିଲା । ଏକ ମଜାଦାର ତଥ୍ୟ ମିଳିଛି । ବେଲିଜିୟମରେ କରାଯାଇଥିବା ଏହି ଅନୁଧ୍ୟାନରୁ ଜଣାପଡିଥିଲା ଯେ ଝିଅଙ୍କ ଫ୍ୟାଶନ ଓ ଚାଲିରୁ ସେମାନଙ୍କର ସେକ୍ସ ଲାଇଫ ବିଷୟରେ ସହଜରେ ଜାଣିହେବ । ଏହି ତଥ୍ୟ ଜର୍ଣ୍ଣାଲ ଅଫ୍ ସେକ୍ସୁଆଲ ମେଡିସିନରେ ପ୍ରକାଶିତ ହୋଇଛି । ଏହି ଅନୁସାରେ ଯେଉଁ ମହିଳା ଖୁବ୍ ଏନର୍ଜିଟିକ୍ ବା ଫ୍ରି ୱାକ କରୁଥିବେ ,ଏପରି ମହିଳା ନିଜର ସେକ୍ସ ଲାଇଫକୁ ଖୁବ୍ ଉପଭୋଗ କରିଥାନ୍ତି । ନିଜ ପାର୍ଟନର ସହ ସନ୍ତୁଷ୍ଟ ଥାନ୍ତି । କିନ୍ତୁ ଢିଲା ଓ ମନ୍ଥର ଚାଲୁଥିବା ମହିଳା ନିଜର ସେକ୍ସ ଲାଇଫରେ ସନ୍ତୁଷ୍ଟ ନଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More