Only for Entertainment

ଏବେ ‘ଗେ ଲଭ ଷ୍ଟୋରୀ’ ନେଇ ଆସିବେ କରଣ ଜୋହର, ୱାର୍ଲଡ଼ ଇକନୋମିକ ଫୋରମ କଲେ ଖୁଲାସା ।

49

ଫିଲ୍ମ ନିର୍ମାତା କରଣ ଜୋହର ଖୁବଶୀଘ୍ର ‘ଗେ ଲଭ ଷ୍ଟୋରୀ’ ନେଇ ଆସୁଛନ୍ତି। ଏଥିରେ ଦୁଇ ପରିଚିତ ଅଭିନେତା କାମ କରିବେ । ଏହି କଥାର ଖୁଲାସା କରଣ ସ୍ୱିଜରଲାଣ୍ଡରେ ଅନୁଷ୍ଠିତ ‘ୱାର୍ଲଡ଼ ଇକୋନୋମିକ ଫୋରମ ‘ରେ ଏକ ସାକ୍ଷାତକାରରେ କହିଥିଲେ । ସେ ଫିଲ୍ମ ବନାଇବାର କାରଣ ମଧ୍ୟ କହିଥିଲେ , ଫିଲ୍ମ କେବେ ନିର୍ମାଣ କରିବେ ଏହାମଧ୍ୟ କହିଥିଲେ ।

ଏଠାରେ ଆମେ କହି ରଖୁଛୁ ଏହି କାର୍ଯ୍ୟକ୍ରମରେ ଅନେକ ସେସନରେ ସାମିଲ ହୋଇଥିଲେ । ଫିଲ୍ମ ନିର୍ମାଣ କରିବା କଥା କହିଥିଲେ ମାତ୍ର ସେ କଳାକାର ଙ୍କ ନାଁ ଖୁଲାସା କରିନାହାନ୍ତି । ସେ ଫିଲ୍ମ ତଖ୍ତ ସୁଟିଂ ପରେ ଏହି ଫିଲ୍ମ ସୁଟିଂ କରିବେ  । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଏକ ମଲ୍ଟି ଷ୍ଟାରର ଫିଲ୍ମ ଅଟେ  । ଏହି ଫିଲ୍ମରେ ଜାହ୍ନବୀ କପୁର, ଆଲିଆ ଭଟ, କରିନା କପୂର ଖାନ, ରଣବିର ସିଂ , ବିକ୍କୀ କୌଶଲ , ଭୁମି ପେଡନେକର ଏବଂ ଅନୀଲ କପୂର ନଜର ଆସିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More