ବର୍ଥଡେ ସ୍ପେଶାଲ : ୧୬ବର୍ଷ ବୟସରେ ହୋଇଯାଇଥିଲେ ପପୁଲାର ଏହି ଅଭିନେତ୍ରୀ !
ବଲିଉଡ ଅଭିନେତ୍ରୀ ଏବଂ ବ୍ରିଟିଶ ମଡେଲ ଏମି ଜାକସନ ଆଜି ନିଜର ୨୭ତମ ଜନ୍ମ ଦିବସ ପାଳନ କରୁଛନ୍ତି । ନିଜ ସୁନ୍ଦରତା ଏବଂ ହଟନେସରେ ସମସ୍ତଙ୍କୁ ଦିୱାନା ବନାଉଥିବା ଏମି ଅନେକ ଫିଲ୍ମରେ କାମ କରି ସାରିଲେଣି । ଏମିଙ୍କ ଜନ୍ମଦିନ ଭଳି ଖାସ ମଉକାରେ ଏକ ଫଟୋ ଭାଇରାଲ ହେବରେ ଲାଗିଛି ।
ଏହି ଫଟୋ ୧୦ବଷୟ ପୁରୁଣା ଫଟୋ ଅଟେ । ଏଥିରେ ଏମି ନାଲି ରଂଗର ବିକିନୀରେ ନଜର ଆସିଛନ୍ତି । ଅସଲରେ ଏହି ଫଟୋ ସେତେବେଳେର ଅଟେ ଯେତେବେଳେ ଏମି ୨୦୦୯ରେ ମିସ ଟିନି ସମ୍ମାନ ପାଇଥିଲେ । ସେ ସମୟରେ ଏମିଙ୍କୁ ୧୬ବର୍ଷ ବୟସ ହୋଇଥିଲା । ସେହିଭଳି ୨୦୧୦ରେ ଏମି ମିସ ଲିଭରପୁଲ ଟାଇଟଲ ଜିତିଥିଲେ ।
ଏଠାରେ ଆମେ କହି ରଖୁଛୁ ଯେ ବଲିଉହଡରେ ଏବେ ପର୍ଯ୍ୟନ୍ତ ସିଂଚ ଇଜ ବ୍ଲିଂ , ଆଈ , ଫ୍ରିକି ଅଲ୍ଲୀ ଏବଂ ୨.୦ଭଳି ଫିଲ୍ମ କରି ସାରିଲେଣି । ଏମିଙ୍କ ୨.୦ଫିଲ୍ମ ୨୦୧୮ରେ ବଲିଉଡରେ ସବୁଠାରୁ ଅଧିକ ଇନକମ କରିଥିବା ଫିଲ୍ମ ହୋଇଛି । ଫିଲ୍ମ ୭୦୦କୋଟି ଟଙ୍କା ଆୟ କରିଥିଲା । ଏହି ଫିଲ୍ମରେ ରଜନୀକାନ୍ତ , ଏମି ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ ।