ଷ୍ଟନିଙ୍ଗ ଲୁକରେ ନଜର ଆସିଲେ ହରିୟାଣୀ ଡ୍ୟାନ୍ସର ସପ୍ନା ।
ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ ଅଧିକାଂଶ ସମୟରେ ନିଜ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ବିଗବସ ୧୧ ପରେ ସପ୍ନାଙ୍କ ମେକଓଭର ଲୁକ ନଜର ଆସିଛି । ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଭାବରେ ଦେଖିବାକୁ ମିଳିଛି । ସପ୍ନା ପ୍ରାୟ ସମୟରେ ନିଜ ଗ୍ଲାମରସ ଫଟୋ ଫ୍ୟାନ୍ସଙ୍କ ସହିତ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି ।
ଏହିଭଳି କିଛି ଫଟୋ ସପ୍ନା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଯେଉଁଥିରେ ସେ ଷ୍ଟନିଙ୍ଗ ଲୁକରେ ନଜର ଆସିଛନ୍ତି ।
ସପ୍ନା ତାଙ୍କ ସୌନ୍ଦର୍ଯ୍ୟ ଏବଂ ଟ୍ୟାଲେଂଟ ପାଇଁ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।
ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସପ୍ନାଙ୍କ ଦୋସ୍ତୀ କା ସାଇଡ ଇଫେକ୍ଟ ନିକଟରେ ରିଲିଜ ହୋଇଥିଲା ।