ରିଲିଜ ହେଲା ରୋମାଂଟିକ୍ ଗୀତ ଧଡକନେଁ । ଗୀତରେ ଛୋଟ ପରଦାର ଲୋକପ୍ରିୟ ନାୟକ ରୋହନ୍ ମେହରାଙ୍କୁ ନାୟକ ଭାବେ ଦେଖିବାକୁ ମିଳିଛି । ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ମହିମା । ରସିଦ୍ ଖାନଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ରୋମାଂଟିକ ଗୀତରେ କଣ୍ଠଦାନ କରିଛନ୍ତି ୟାସିର୍ ଦେଶାଇ ଓ ଅଜିଜ୍ କୌର୍ । ଗୀତର ଲିରିକ୍ସ ଦେଇଛନ୍ତି ଅଂଜନ୍ ସାଗରି ଓ ନୁହି ଖାନ୍ । ସୋସିଆଲ୍ ମିଡିଆରେ ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଭିଡିଓକୁ ମାତ୍ର ୨୪ ଘଣ୍ଟାରେ ୧.୧ ମିଲିଅନ ଭ୍ୟୁଜ ମିଳିସାରିଛି ।
ଦେଖନ୍ତୁ ଭିଡିଓ-