ସପ୍ନା ଚୌଧରୀ ଅଧିକାଂଶ ସମୟରେ ନିଜ ଡ୍ୟାନ୍ସ ଭିଡ଼ିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ପୂର୍ବରୁ ସପ୍ନାଙ୍କ ରାଜନୀତିରେ ପ୍ରବେଶକୁ ନେଇ କଥା ସାମ୍ନାକୁ ଆସିଥିଲା, କିନ୍ତୁ ସପ୍ନା ଏହାକୁ ଖଣ୍ଡନ କରିଥିଲେ । କିନ୍ତୁ ନିକଟରେ ଭାଇରାଲ ହେଉଛି ସପ୍ନାଙ୍କ ଏକ ଡ୍ୟାନ୍ସ ଭିଡ଼ିଓ । ଏହି ଭିଡ଼ିଓରେ ସପ୍ନା ଚୌଧରୀ ଓଢଣାରେ ମୁହଁ ଲୁଚାଇ ଖୁବ ଡ୍ରାନ୍ସ କରୁଥିବାର ନଜର ଆସିଛନ୍ତି । ଯେଉଁଠାରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ।
ସପ୍ନାଙ୍କ ଡ୍ୟାନ୍ସରେ ଫ୍ୟାନ୍ସ ଜବରଦସ୍ତ ଏଂଟରଟେନମେଂଟ କରୁଥିବାର ନଜର ଆସିଛି । ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
କହିରଖୁଛୁଯେ ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରାୀ ବିଗବସ ୧୧ ପରେ ପ୍ରତି ଘରେ ଘରେ ପରିଚିତ ହୋଇଛନ୍ତି । ସେ ତାଙ୍କ କ୍ୟାରିଅରର ଆରମ୍ଭ ଅର୍କେଷ୍ଟ୍ରା ପାର୍ଟିରୁ କରିଛନ୍ତି ।