ସାମ୍ନାକୁ ଆସିଲା ଶରଦ ମଲହୋତ୍ରାଙ୍କ ସଙ୍ଗୀତ ଏବଂ ମେହେନ୍ଦୀ ସେରମନୀ ଫଟୋ ।
ଟିଭି ଅଭିନେତା ଶରଦ ମଲହୋତ୍ରା ୨୦ ଅପ୍ରେଲ ବା ଆଜି ମୁମ୍ବାଇରେ ଫ୍ୟାଶନ ଡିଜାଇନର ରିପସୀ ଭାଟିୟାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗତ ଶୁକ୍ରବାର ରାତିରେ ଦୁଇଜଣଙ୍କ ସଙ୍ଗୀତ ସେରମନୀ ହୋଇଥିଲା । ଏହି ସଙ୍ଗୀତ ସେରମନୀର ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି ।
View this post on Instagram
View this post on Instagram
By @teamgolecha #RipSha @sharadmalhotra009 @ripci.bhatia #sangeet #dance ??❤❤ #RipShaKiShaadi
ଫଟୋରେ ଶରଦ ବ୍ରାଉନ ରଙ୍ଗର କୋର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଅନ୍ୟ ପକ୍ଷରେ ରିପସୀ ଗୋଲଡେନ ରଙ୍ଗର ଲେହେଙ୍ଗାରେ ସୁନ୍ଦର ଦେଖା ଯାଉଛନ୍ତି । ଏହି ସେରମନୀରେ ପରିବାର ବ୍ୟତୀତ ନିକଟତର ବନ୍ଧୁମାନେ ମଧ୍ୟ ସାମିଲ ହୋଇଥିଲେ ।