ଏହି ଆଂଟି ଜଣକ ଗାଇଲେ ରାପ, ରଣବୀର କହିଲେ ଏଭଳି କିଛି !
ଆଜିକାଲି ଛୋଟ ଛୋଟ କଥାରେ କିଛି ନିଆରା ଦୃଶ୍ୟ ଦେଖିଲେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଉଛି । ଏହିଭଳି କିଛି ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଯାହା ରଣବୀର ସିଂ ନିଜ ସୋସିଆଲ ଅକାଉଂଟରେ ଶେୟାର କରିଛନ୍ତି । ଭିଡିଓରେ ଜଣେ ଆଂଟି ନଜର ଆସିଛନ୍ତି ଯିଏକି ରାପ କରୁଥିବାର ଦେଖିବାକୁ ମିଳିଛି । ସେ ପୁଣି ଗଲିବୟ ବିଟରେ । ଏହି ଭିଡିଓ ଶେୟାର କରି ରଣବୀର ଲେଖିଛନ୍ତି ‘ ଆଂଟି ଜୀ , ବହତ ହାର୍ଡ ’ ।
Aunty G ⚔️ #bohthard pic.twitter.com/YwQNSfCW31
— Ranveer Singh (@RanveerOfficial) April 24, 2019
Kya baat ?? https://t.co/UHSkoa0rYg
— arpit (@arpit0777) April 24, 2019
ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ଜନତା କ୍ୟା ବାତ କ୍ୟା ବାତ ନାରା ଲଗାଉଛନ୍ତି । ଏହି ଆଂଟିଙ୍କୁ ଲୋକମାନେ ଇଂଟରନେଟରେ ରାପ୍ ନାନୀ’ର ଆଖ୍ୟା ଦେଇଛନ୍ତି ।