ଜାଣନ୍ତୁ ଏ ସପ୍ତାହର ରାଶିଫଳ ।
ମେଷ
ରବିବାର: ଅଧିକ ସମୟ ପରିବାର ଲୋକଙ୍କ ସହିତ କଟିବ। ସୋମ, ମଙ୍ଗଳ ଓ ବୁଧବାର: ମନ ଶାନ୍ତ ରହିବ। ଗୁରୁ ଓ ଶୁକ୍ରବାର: ଅଫିସ୍ରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଶନିବାର: ଆୟ ବଢ଼ିବ।
ବୃଷ
ରବିବାର: କାରବାରରେ ଲାଭର ସୁଯୋଗ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ମିଳିବ। ଗୁରୁ ଓ ଶୁକ୍ରବାର: ଘରକୁ ଅତିଥି ଆସିବାର ସମ୍ଭାବନା। ଶନିବାର: କାମରେ ସଫଳତା ମିଳିବ।
ମିଥୁନ
ରବିବାର: ଶତ୍ରୁଙ୍କୁ ଜୟ କରିବେ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟ ଲାଗି ଆପଣ ସମ୍ମାନିତ ହୋଇପାରନ୍ତି। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ କରିବେ। ଶନିବାର: ଜୀବନସାଥୀଙ୍କ ସହିତ ପ୍ରେମ ବଢ଼ିବ।
କର୍କଟ
ରବିବାର: ଧନପ୍ରାପ୍ତି ହେବ। ସୋମ, ମଙ୍ଗଳ ଓ ବୁଧବାର: ଆଗକୁ ବଢ଼ିବା ପାଇଁ ଭାଗ୍ୟର ପୂରା ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଭରପୂର ରହିବ। ଶନିବାର: ମନ ଉଦାସ ରହିବ।
ସିଂହ
ରବିବାର: କୌଣସି ନୂଆ ସୁଯୋଗ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ଗୁରୁ ଓ ଶୁକ୍ରବାର: ସବୁ ଦିଗରୁ ଚିନ୍ତା ମୁକ୍ତ ରହିବେ। ଶନିବାର: ଘରକୁ ଅତିଥି ଆସିବେ।
କନ୍ୟା
ରବିବାର: ଧନଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ସମାଜରେ ଆପଣଙ୍କ ସମ୍ମାନ ଓ ପ୍ରଭାବ ବଢ଼ିବ। ଶନିବାର: କୌଣସି ବନ୍ଧୁଙ୍କ ଘରକୁ ଯାଇପାରନ୍ତି।
ତୁଳା
ରବିବାର: ଆୟ ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଗତ ହେବ। ଗୁରୁ ଓ ଶୁକ୍ରବାର: ସମାଜରେ ମାନସମ୍ମାନ ବଢ଼ିବ। ଶନିବାର: ଅବିବାହିତ ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
ବିଛା
ରବିବାର: ସବୁ କାମ ସହଜରେ କରିନେବେ। ସୋମ, ମଙ୍ଗଳ ଓ ବୁଧବାର: କାମର ବ୍ୟବସ୍ଥା ସହସା ବାହାରିଯିବ। ଗୁରୁ ଓ ଶୁକ୍ରବାର: ସବୁ ଦିଗରୁ ଚିନ୍ତା ମୁକ୍ତ ରହିବେ। ଶନିବାର: ଧନପ୍ରାପ୍ତି ହେବ।
ଧନୁ
ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଗୁରୁ ଓ ଶୁକ୍ରବାର: ଆପଣଙ୍କୁ ଆର୍ଥିକ ରୂପେ ଲାଭ ହେବ। ଶନିବାର: ମନର କଥା ବନ୍ଧୁଙ୍କୁ କହିବେ।
ମକର
ରବିବାର: ବନ୍ଧୁଙ୍କ ସହିତ ବୁଲିଯିବେ। ସୋମ, ମଙ୍ଗଳ ଓ ବୁଧବାର: ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ। ଗୁରୁ ଓ ଶୁକ୍ରବାର: ନିର୍ଦ୍ଦିଷ୍ଟ ସମୟରେ କାମ ପୂରା ହେବ। ଶନିବାର: ଧନଲାଭ ଯୋଗ ରହିଛି।
କୁମ୍ଭ
ରବିବାର: ନୂଆ କାମ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: କାହାରିକୁ କୌଣସି କଥା ବୁଝାଇବାରେ ସଫଳ ହେବେ। ଗୁରୁ ଓ ଶୁକ୍ରବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶନିବାର: ଦାୟିତ୍ଵକୁ ଭଲ ଭାବେ ନିର୍ବାହ କରିବେ।
ମୀନ
ରବିବାର: ମନକୁ ଶାନ୍ତି ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ପଇସା ଉପାର୍ଜନ ଲାଗି ନୂଆ ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ରଜନୀତିରେ ସଫଳତା ମିଳିବ। ଶନିବାର: ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ।