ବଧୂଙ୍କ ସହ କୁକର କଲା ମଜାଦାର ଡାନ୍ସ, ଦେଖନ୍ତୁ ଭିଡିଓ !
ସୋସିଆଲ ମିଡିଆରେ ଏକ କୁକୁର ଏବଂ ବଧୂଙ୍କ ଡାନ୍ସ ଖୁବ ଭାଇରାଲ ହେବାରେ ଲାଗିଛି । ସେହିଭଳି ସୋସିଆଲ ମିଡିଆରେ କୁକୁର ଏବଂ ମଣିଷକୁ ନେଇ ଅନେକ ଭିଡିଓ ଓ ଖବର ସାମ୍ନାକୁ ଆସେ । ସେଥିମଧ୍ୟରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ବଧୂ ଏବଂ ତାଙ୍କ କୁକୁର ଏଳାସହ ଡାନ୍ସ କରୁଛନ୍ତି । ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ ଯେପରି ଡି ଜେ ବାଲା କୁକୁରଟିର ପସନ୍ଦିତା ଗୀତ ଲଗାଇ ଦେଇଛନ୍ତି , ଯେଉଁକାରଣରୁ କୁକୁର ନିଜକୁ ରୋକି ନପାରି ଖୁବ ନାଚୁଛି । ଏଠାରେ ଆମେ କହି ରଖୁଛୁ ଯେ ଭିଡିଓଟିକୁ ଟିଭି ଅଭିନେତା ରଘୁ ରାମ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି ।
ଏହି ଭିଡିଓ ଏକ ବିବାହ ସମାରୋହର । ଭିଡିଓରେ ଡିଜେ ରେ ଜଣେ ମହିଳା ବିବାହ ପୋଷାକରେ ନଜର ଆସିଛନ୍ତି । ତାଙ୍କ ସହ ତାଙ୍କ କୁକୁର ନାଚୁଥିବାର ନଜର ଆସିଛନ୍ତି । ଦେଖନ୍ତୁ –
Best first dance you will see today ??? pic.twitter.com/MaO8PR9WZ9
— You Fecking Idiot (@YoufeckingIdiot) June 24, 2019