ଡିଜାଇନର ଅର୍ପିତା ମେହତା ଏବଂ ଅନୁଶ୍ରୀ ରେଡ୍ଡୀ ଲ୍ୟାକ୍ମୀ ଫ୍ୟାସନ ୱିକ ୨୦୧୯ରେ ‘ବ୍ଲକବଷ୍ଟର ବ୍ରାଇଡ’ ଥିମରେ ଆଧାରିତ ପୋଷାକ କଲେକ୍ସନକୁ ଲଂଚ କରିଥିଲେ । ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏହି ଦୁଇ ଡିଡାଇନରଙ୍କ ପାଇଁ ଶୋ’ ଷ୍ଟପର ହୋଇ ର୍ୟାମ୍ପରେ ଚାଲିଥିଲେ । ଶନିବାର ଲ୍ୟାକ୍ମୀ ଫ୍ୟାସନ ୱିକରେ ନିଜର ବ୍ରାଇଡାଲ କଲେକ୍ସନ ଲେହେଙ୍ଗା, ଗାଉନ, ଅନାରକଲୀ, ଶାଢୀ, ଶରାରା ଏବଂ ଜ୍ୟାକେଟ ପ୍ରଦର୍ଶିତ କରିଥିଲେ ।
ଅନନ୍ୟା ଡିଜାଇନର ଅର୍ପିତାଙ୍କ ପାଇଁ ଗୋଲାପି ରଙ୍ଗର ଲେହେଙ୍ଗା, ଚୋଲୀ ପିନ୍ଧିଥିଲେ । ସେହିପରି ଅନୁଶ୍ରୀ ରେଡ୍ଡୀ ଆଇଭରୀ ଲେହେଙ୍ଗା ପିନ୍ଧି ର୍ୟାମ୍ପରେ ଚାଲିଥିଲେ । ଦେଖନ୍ତୁ ଫଟୋ-