ସେଲ୍ଫି ନେବା ସମୟରେ କାହିଁକି ଚିଲେଇଲେ ସୋନମ, ଦେଖନ୍ତୁ ଭିଡିଓ
ଫିଲ୍ମ ତାରକାମାନେ କେତେ ବ୍ୟସ୍ତ ଥାନ୍ତୁନା କାହିଁ କି ସସ୍ତି କରିବା ପାଇଁ ସାଇମ ବାହାର କରିଦେଇଥାନ୍ତି । ଯେବେ ବି ମସ୍ତି କରିବାର ମଉକା ଅମାନଙ୍କୁ ମିଳିଥାଏ ତେହାକୁ ସେ ହାତଛଡା କରନ୍ତି ନାହିଁ । ଏହି ସମୟକୁ ସେମାନେ ଖୁବ ଉପଭୋଗ କରଥାନ୍ତି ।
ବର୍ତ୍ତମାନ କରୀନା, ସୋନମ କପୁର, ସ୍ୱରା ଭାସ୍କରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଫିଲ୍ମ ‘ବୀର ଦି ୱେଡିଂ’ ସେଟର । ଏହି ଭିଡିଓରେ ସବୁ କଳାକାର ମସ୍ତି ମୁଡରେ ନଜର ଆସିଛନ୍ତି । ଏହି ଭିଡିଓରେ ସବୁ ଅଭିନେତ୍ରୀ ପାଉଟ କରି ସେଲ୍ଫ ନେଉଥିବା ବେଳେ ସେତେବେଳେ ସୋନମ କପୁର ଚିଲଉଥିବା ନଜର ଆସିଛନ୍ତି । ତେବେ ସୋନମ କ’ଣ କହୁଛନ୍ତି ଆସନ୍ତୁ ଦେଖିବା ଭିଡିଓ…