Only for Entertainment

ଜରିନ ଖାନଙ୍କ କାରରେ ଧକ୍କା ହୋଇ ଜୀବନ ହରାଇଲେ ବାଇକ ଆରୋହୀ ।

FilmiBeat Hindi
25

ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ କାର ଦୁର୍ଘଟଣାରେ ଗୋଆରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।ବାଇକ ଆରୋହୀ ଜଣକ କାର ସାମ୍ନାରେ ଧକ୍କା ହୋଇଗଲେ ।ତତକ୍ଷଣାତ ଜରିନ ବାଇକ ଆରୋହୀଙ୍କୁ ନିଜ ଟିମ ସହିତ ହସ୍ପିଟାଲରେ ପହଂଚାଇଲେ,କିନ୍ତୁ ଡାକ୍ତର ତାଙ୍କୁ ବଂଚାଇ ପାରିଲେ ନାହିଁ ।

ଏଏନଆଇ ଅନୁସାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଖବର ଅନୁସାରେ ଆରୋହୀ ଜଣକ ହେଲମେଟ ପିନ୍ଧିନଥିଲେ । କାରରେ ଧକ୍କା ହେବା ଦ୍ୱାରା ଆରୋହୀଙ୍କ ମୁଣ୍ଡ ଡିଭାଇଡରରେ ବାଜିଗଲା । ଯାହା ଦ୍ୱାରା ତାଙ୍କୁ ଗମ୍ଭୀର ଚୋଟ ଲାଗିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More