Only for Entertainment

ରିଲିଜ ହେଲା କଟକ ଦଶହରାକୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ଫିଲ୍ମର ଟ୍ରେଲର, ଦେଖନ୍ତୁ

instagram
184

ପୂରା ଦେଶରେ ଏବେ ଦଶହରାର ଧୁନ । ମା’ଙ୍କ ଆଗମନକୁ ନେଇ ପୂରା ଦେଶ ଉତ୍ସବ ମୁଖର । ପୂଜାର ମାହୋଲ ପୂରା ଦେଶ ସହିତ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ପୂଜା ମଣ୍ଡପ, ତୋରଣ ଏବଂ ଆକର୍ଷଣୀୟ ସାଜସଜା ମନମୋହି ନେଉଛି ।

ଆପଣ ଜାଣିଥିବେ ଯେ କଟକ ସହର ଓଡିଶାରେ ଦୂର୍ଗା ପୂଜା ପାଇଁ ଫେମସ । କଟକରେ ହିଁ ପ୍ରଥମେ ଦୁର୍ଗା ମା’ଙ୍କ ପୂଜା ଧୂମଧାମରେ ପାଳନ କରାଯାଇ ଆସୁଛି । କଟକର ଗଳି କନ୍ଦିରେ ମା’ଙ୍କ ମୃଣ୍ମୟୀ ମୃର୍ତ୍ତି ଦେଖିବାକୁ ମିଳିଥାଏ । କଟକର ପ୍ରସିଦ୍ଧ ଦୁର୍ଗା ପୂଜାକୁ ନେଇ ପ୍ରିଥିବୀ ରାଜ ପଟ୍ଟନାୟର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିଛନ୍ତି ।

 

 

View this post on Instagram

 

A documentary on Odisha famous Cuttack Durga puja trailer released… Directed by @im__prp ..

A post shared by ODIA FILM CRITICS (@odiafilmcritics) on

ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ଟ୍ରେଲର ଏବେ ରିଲିଜ କରାଯାଇଛି । ଟ୍ରେଲରରେ କାରଗରୀମାନେ କିପରି ମା’ଙ୍କୁ ସାଜସଜାରେ ଲାଗିପଡିଛନ୍ତି ତାହା ଦେଖିବାକୁ ମିଳିଛି । ଏହା ସହିତ କଟକ ସହରର ଦୃଶ୍ୟ ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More