Only for Entertainment

୩୨୦ଟି କାଚ ଖଣ୍ଡରେ ନିର୍ମିତ ଜୋତା ଆକୃତିର ଚର୍ଚ୍ଚ ।

Forbes
0 53

ଆପଣମାନେ ଅନେକ ସ୍ଥାନରେ ଅନେକ ପ୍ରକାରର ଚର୍ଚ୍ଚ ଦେଖିଥିବେ । ହେଲେ ଆପଣ ଜୋତା ଆକୃତିର ଚର୍ଚ୍ଚ ଦେଖିଛନ୍ତି କି? ଆଜି ଆମେ ଏପରି ଚର୍ଚ୍ଚ ବିଷୟରେ କହିବାକୁ ଯାଉଛୁ, ଯାହାର ଆକୃତି ଏକ ଜୋତା ସଦୃଶ ।

ତାଇୱାନରେ ଏପରି ଏକ ଚର୍ଚ୍ଚ ଅଛି, ଯାହା ପୁରାପୁରି ଜୋତା ସଦୃଶ ଦେଖିବା ପାଇଁ । ଏହା ସମ୍ପୂର୍ଣ୍ଣ କାଚରେ ତିଆରି । ଏପରି ଏକ ସୁନ୍ଦର ଚର୍ଚ୍ଚ ତାଇୱାନରେ ଖାସ କରି ମହିଳାମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କେବଳ ମହିଳାମାନେ ନୁହେଁ ଜୋତା ଆକୃତିର ନିର୍ମିତ ଏହି ଚର୍ଚ୍ଚଟିକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଆକର୍ଷିତ ହୋଇଆସୁଛନ୍ତି । ଏହି ଚର୍ଚ୍ଚଟି ୫ ଫୁଟ ଲମ୍ବା ଏବଂ ୩୬ ଫୁଟ ଚଉଡ଼ା ବିଶିଷ୍ଟ ।

blue-glass-church-in-taiwan

ଚର୍ଚ୍ଚଟିକୁ ନିର୍ମାଣ କରିବା ପାଇଁ ପାଖାପାଖି ୩୨୦ଟି କାଚ ଖଣ୍ଡ ବ୍ୟବହାର କରାଯାଇଛି । ଏହାକୁ କେବଳ ବାହାରପଟୁ ନୁହେଁ, ଏହାର ଭିତରପଟୁ ମଧ୍ୟ ସୁନ୍ଦର କରି ଗଢି ତେଳା ଯାଇଛି । କିଛି ଧାତୁ ଏବଂ ନୀଳ କାଚରେ ନିର୍ମିତ ଏହି ଚର୍ଚ୍ଚଟି ହାଇ ହିଲ ଜୋତା ସଦୃଶ ଦେଖାଯାଉଛି । ଚର୍ଚ୍ଚରେ ପର୍ଯ୍ୟଟକଙ୍କ ପ୍ରାର୍ଥନା ପାଇଁ ଖାସ ବ୍ୟବସ୍ଥା କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More