Only for Entertainment

ଯଦି ଆପଣ ମଧ୍ୟ ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଦେଖନ୍ତୁ ଭିଡିଓ ।

khabarNDTV
0 73

ଆମେ ଆଉ ଆପଣ , ସମସ୍ତେ କେବେ ନା କେବେ ବାଇକ ଚଳାଇବା ବେଳେ ମୋବାଇଲରେ କଥା ହୋଇଥାଉ କିନ୍ତୁ ଆପଣ ଜାଣନ୍ତି କି ଏହି ଛୋଟ ଛୋଟ ଭୂଲ ଆପଣଙ୍କ ଜୀବନ ନେଇ ପାରେ । ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲୋକ ଏତେମାତ୍ରାରେ ବ୍ୟସ୍ତ ହୋଇ ଗଲେଣି ଯେ ଗାଡି ଚଳାଇବା ବେଳେ ମଧ୍ୟ ଫୋନରେ କଥା ହେଉଛନ୍ତି । କିନ୍ତୁ କେବେ କେବେ ଏହି କାରଣରୁ ଆପଣ ଦୁର୍ଘଟଣାର ଶୀକାର ହୋଇ ପାରନ୍ତି । ଅସଲରେ ହାଇଦ୍ରାବାଦରେ ଜଣେ ବ୍ୟକ୍ତି ବାଇକ ଚଳାଇବା ସମୟରେ ଫୋନରେ ଗପିବାର ପ୍ରୟାସ କରୁଥିଲେ , ଯେଉଁକାରଣରୁ ସେ ତାଙ୍କ ଜୀବନ ହାରିଛନ୍ତି ।

ହାଇଦ୍ରାବାଦରେ ୩୫ବର୍ଷର ଏକ ବ୍ୟକ୍ତି ଜଣକ ବାଇକ ଚଳାଇବା ସମୟରେ ମୋବାଇଲରେ କଥା ହୋଇ ରାସ୍ତା ଅତିକ୍ରମ କରୁଥିଲେ ଏହି ସମୟରେ ଅନ୍ୟପଟୁ ଏକ ଗାଡି ଆସି ବାଡେଇ ହେବା ଫଳରେ ଦୁର୍ଘଟଣା ଘଟି ବ୍ୟକ୍ତି ଜଣକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More