Only for Entertainment

ମହିଳା ଜଣକ ଖାଇଲେ ଏଭଳି ଏକ ଜିନିଷ, କିଛି ସମୟ ପରେ ଘଟିଲା ଏଭଳି ଜାଣିଲେ ହୋଇଯିବେ ଭୟଭୀତ !

27

ଲୋକମାନେ ଜାଣତ ଅଜାଣତରେ କିଛି ଖାଇ ଦେଇଥାଆନ୍ତି । ଏଭଳି କରି ମୃତ୍ୟୁ ଡାକିଥାଆନ୍ତି ସେହିଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଏଭଳି କିଛି ଜିନିଷ ଖାଇ ଦେଇଥିଲେ ଯାହା ଫଳରେ ତାଙ୍କୁ ନିଜ ଜୀବନରୁ ହାତ ଧୋଇବାକୁ ପଡିଥିଲା । କିନ୍ତୁ ହାଲତ ଏଭଳି ହୋଇଥିଲା ଯାହା ଦେଖି ସମସ୍ତେ ଡରି ଯାଇଥିଲେ । ସୂତ୍ର ଅନୁସାରେ ଏହା ଆମେରିକାର ଟେକ୍ସାସ ସହରର ମାମଲା ଅଟେ । ଜଣେ ମହିଳାଙ୍କର ଅଜବ ଭାବେ ମୃତ୍ୟୁ ହୋଇଥିଲା । କାରଣ ସେ ସମୁଦ୍ରରେ ଦିଶୁଥିବା ୨୪ଟି ଗେଣ୍ଡା ଖାଇଥିଲେ । ମହିଳା ଜଣକ ନାଁ ଜେନେଓ ଲି ବ୍ଲାଙ୍କ୍ସ । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ମହିଳା ଜଣକ ପ୍ରଥମରୁ ଠିକ ଥିଲେ ।

ମାତ୍ର ପରେ ତାଙ୍କ ଗୋଡ ମହମବତୀ ଭଳି ତରଳି ବାରେ ଲାଗିଥିଲା ପରେ ଏହିକାରଣରୁ ତାଙ୍କ ହାଲତ ଖରାପ ହେବାରେ ଲାଗିଥିଲା ।ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା , ଯାହାପରେ ଜଣା ପଡିଥିଲା ଯେ ସେ ଯେଉଁ ଗେଣ୍ଡା ଖାଇଥିଲା ସେଥିରେ ଥିବା ବ୍ୟାକ୍ଟେରିଆ ତାଙ୍କୁ ଆକ୍ରମଣ କରିଛି । ଯାହା ଫଳରେ ତାଙ୍କର ଅବସ୍ଥା ସଙ୍ଗୀନ ହୋଇଯାଇଥିଲା ।

ଏହି ବ୍ରାଇବୋସିସ ନାମକ ବ୍ୟାକଟେରିଆ ଏତେ ଖତରନାକ ଯେ ଯାହା ମଣିଶ ଶରୀରକୁ ତରଳାଇ ଦେଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More