Only for Entertainment

ଆମୀର ଖାନଙ୍କ ଝିଅ ଶେୟାର କଲେ ୱର୍କଆଉଟ ଭିଡ଼ିଓ, ସୋସିଆଲ ମିଡିଆରେ ଭାଇରାଲ

aajtak
45

ଆମୀର ଖାନଙ୍କ ଝିଅ ଇରା ଖାନ କୌଣସି ନା କୌଣସି କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଯାଆନ୍ତି । ନିକଟରେ ସେ ୱର୍କଆଉଟ ସେଶନର ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

 

ଭିଡ଼ିଓରେ ଇରା ଏକ ରଡ଼୍ ରେ ଓହଳିଥିବା ନଜର ଆସିଛନ୍ତି । ଏହା ସହିତ ଏକ ଲାଠି ଯାହା ୱାରିଅରର କାମ କରୁଛି, ତାଙ୍କ ପାଦ ନିକଟରେ ବାରମ୍ବାର କ୍ରଶ କରୁଛି । ଏହି ମଧ୍ୟରେ ସେ ତଳକୁ ପଡ଼ି ଯାଉଛନ୍ତି । ଈରା ଭିଡ଼ିଓ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଓପ୍ସ ମୁଁ ଠିକ ଅଛି । ଈରାଙ୍କ ଏହି ୱର୍କ ଆଉଟ ସେଶନ ଖୁବ ମଜାଦାର ହୋଇଛି ।

 


କିଛି ଦିନ ପୂର୍ବରୁ ଈରାଙ୍କ ଗ୍ଲାମରସ ଫଟୋ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା । କାରଣ ତାଙ୍କ ଲୁକ ସେଥିରେ ସଂପୂର୍ଣ୍ଣ ଭିନ୍ନ ଥିଲା । ଅବଶ୍ୟ କୌଣସି ଫଟୋସୁଟ ପାଇଁ ଈରା ଏହା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More