Only for Entertainment

‘ଦ ସ୍କାଇ ଇଜ୍ ପିଙ୍କ’ର ଟ୍ରେଲର ଦେଖି ପ୍ରଶଂସାରେ ପୋତି ପକାଇଲେ ଆମୀର ଖାନ

aajtak
39

ବଲିଉଡକୁ କମବ୍ୟାକ କରିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ନିକଟରେ ୧୦ ସେପ୍ଟେମ୍ବରକୁ ତାଙ୍କର ଅପକମିଂ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ର ଟ୍ରେଲର ରିଲିଜ ହୋଇଛି । ଏହା ବାସ୍ତବ କାହାଣୀ ଉପରେ ଆଧାରିତ । ପ୍ରିୟଙ୍କାଙ୍କ ବିପରୀତରେ ନଜର ଆସିବେ ଫରହାନ ଅ୍ତର । ଟ୍ରେଲର ରିଲିଜ ହେବା ପରଠାରୁ ସମସ୍ତେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ କେବଳ ଫ୍ୟାନ୍ସ ନୁହଁନ୍ତି ବରଂ ସେଲିବ୍ରେଟୀଙ୍କ ମଧ୍ୟରେ କ୍ରେଜ ବଢିଚାଲିଛି ।

 

ବଲିଉଡ ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ ପୋଷ୍ଟର ଶେୟାର କରି ଫିଲ୍ମର ଟ୍ରେଲରକୁ ଖୁବ ପ୍ରଶଂସା କରିଛନ୍ତି । କେବଳ ସେତିକି ନୁହେଁ ଫିଲ୍ମ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା କଥା ମଧ୍ୟ ଲେଖିଛନ୍ତି ଆମୀର । ଏହା ସହିତ ଖୁବ ସାରା ଶୁଭକାମନା ମଧ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More