Only for Entertainment

ବଡି ବନାଇବାକୁ ଆମେରିକାରେ ପହଂଚିଲେ ଆମୀର, ହେବ ଗଜନୀ ଏବଂ ଦଙ୍ଗଲ ଭଳି ଧମାକା ।ଦେଖନ୍ତୁ ଭିଡ଼ିଓ ।

62

୨୦୦୮ରେ ଯେତେବେଳେ ଆମୀର ଫିଳ୍ମଗଜନୀ ପାଇଁ ୮ ପ୍ୟାକ ବଡି ବନାଇଥିଲେ ସେତେବେଳେ ବଡ଼ ବଡ଼ ବଡି ବିଲଡର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ଥିଲା ମିଷ୍ଟର ପର୍ଫେମ୍ସନିଷ୍ଟଙ୍କ କଠିନ ପରିଶ୍ରମ । ଆମୀରଙ୍କବଡି ଏବଂ ଆକ୍ସନ ପ୍ୟାକ ଏତେ ଚର୍ଚ୍ଚାରେ ଥିଲାଯେ ଏହା ବଲିଉଡର ପ୍ରଥମ ୧୦୦ କୋଟି ଫିଲ୍ମ ପ୍ରମାଣିତ ହୋଇଥିଲା । ଯଦିଓ ଏବେ ୧୦୦ କୋଟି କ୍ଲବରେ ପ୍ରବେଶ କରିବା କିଛି ଜଚ୍ଚଙ୍କ ପାଇଁ ସହଜ ହୋଇଯାଇଛି ତଥାପି ୧୦ ବର୍ଷ ପୂର୍ବରୁ ଏଭଳି ନଥିଲା ।

ଏହାପରେ ଫିଲ୍ମ ଦଙ୍ଗଲରେ ବଳବାନ ଚରିତ୍ର ପାଇଁ ଆମୀର ଏତେ ଓଜନ ବଢାଇଲେଯେ ଲୋକ ଭାବିଲେ ଆମୀର କ୍ରେଜି ହୋଇଯାଇଛନ୍ତି । ସେଥିପାଇଁ ସେ ୨୭ କିଲୋ ଓଜନ ବଢାଇଥିଲେ । କଫି ୱିଦ କରନରେ କରନ କହିଥିଲେଯେ ମୁଁ ଆମୀରଙ୍କୁ ଦେଖିବା ପରେ ଭାବିଲିଯେ ତାଙ୍କ କ୍ୟାରିଅର ସେହିଠାରେ ଶେଷ ହୋଇଗଲା, କିନ୍ତୁ ସମସ୍ତ କ୍ରିଟିକ୍ସଙ୍କୁ ଭୁଲ ପ୍ରମାଣିତ କରିଦେଲେ ଆମୀର ଏବଂ ୬ ମାସରେ ୨୫ କିଲୋ ଓଜନ କମ କରିଦେଲେ । ଦଙ୍ଗଲ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ରେକର୍ଡ଼ କରିଥିଲା ।

ପୁଣିଥରେ ଆମୀର ଭୟଙ୍କର କାର୍ଯ୍ୟ କରିବାକୁ ବାହାରିଛନ୍ତି । ଯେଉଁଥିରେ ସେ ବଡି ବନାଉଥିବାର ନଜର ଆସିଛନ୍ତି ।

ସୌଜନ୍ୟ aajtak
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More