Only for Entertainment

ରିଲିଜ ହେଲା ବାବୁସାନ ଫ୍ୟାନ କ୍ଲବ ଗୀତ ‘ସବକା ଜାନ ବାବୁସାନ’ର ଟ୍ରେଲର !

63

ଓଲିଉଡରେ ପ୍ରସ୍ତୁତ ହୋଇଛି ସବକା ଜାନ ବାବୁସାନ ଗୀତର ଟ୍ରେଲର । ଏହି ଗୀତକୁ ଗାଇଛନ୍ତି କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ । ଓଲିଉଡ ଦୁନିଆରେ ଆଗରୁ ସବୁ କଳାକାରଙ୍କୁ ନେଇ ଫ୍ୟାନ୍ସ କ୍ଲବ କିଛି ଗୀତ ପ୍ରସ୍ତୁତ କରିଛନ୍ତି । ତେବେ ଆଗରୁ ମଧ୍ୟ ବାବୁସାନଙ୍କୁ ନେଇ ଫ୍ୟାନ କ୍ଲବ ଗୀତ ହୋଇଥିଲା । ତେବେ ଏହିଭଳି ଆଉ ଏକ ଗୀତ ମଧ୍ୟ ସାମ୍ନାକୁ ଆସିଛି , ଯେଉଁଥିରେ ବାବୁସାନଙ୍କ ଫ୍ୟାନ ମାନଙ୍କୁ ପରଫର୍ମ କରୁଥିବାର ଦେଖିବାକୁ ମିଳିଛି । ଗୀତର ଭିଡିଓରେ ନିର୍ଦ୍ଦେଶନା ଦେଇଛନ୍ତି ବିବେକ ।

ଏହି ଗୀତର ଲିରିକ୍ସ ଲେଖିଛନ୍ତି ନିର୍ମଳ ନାୟକ ଏବଂ ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବୈଦ୍ୟନାଥ ଦାସ । ଗୀତଟି ସମ୍ପୂର୍ଣ୍ଣ ଭାବେ ଏକ ଡ୍ୟାନ୍ସ ନମ୍ବର ଏବଂ ଡାଏ ହାର୍ଡ ଫାନ୍ସଙ୍କୁ ନେଇ ଏହି ମ୍ୟୁଜିକ ଭିଡିଓ ହୋଇଛି ପ୍ରସ୍ତୁତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More