Only for Entertainment

ଏବିସିଡି୩ରୁ ସାରାଙ୍କ କଟିଲା ପତା, ଟ୍ୱିଟ କରି ଜଣାଇଲେ ବରୁଣ !

India Today
38

ବରୁଣ ଧୱନ ଆଗାମୀ ଫିଲ୍ମ ଏବିସିଡି – ଥ୍ରୀକୁ ନେଇ ସିନେ ପ୍ରେମୀ ଥିଲେ ବେଶ୍ ଉତ୍ସାହିତ । କାରଣ ଏହି ସିନେମାରେ ବରୁଣଙ୍କ ସହ ପ୍ରଥମ ଥର ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥାନ୍ତା । ହେଲେ ନିଜ ବିଜି ସିଡ୍ୟୁଲ୍ କାରଣରୁ ଏହି ସିନେମା କରିବାକୁ ମନା କରିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା । ଏହାପରେ ଶୁଣିବାକୁ ମିଳିଲା ସାରା ଅଲ୍ଲି ଖାନ୍ ହେବେ ବରୁଣଙ୍କ ନାୟିକା । ହେଲେ ସାରାଙ୍କ ଠାରୁ ଏହି ଭୂମିକା ଛଡେଇ ନେଇଯାଇଛନ୍ତି ଏବିସିଡି – ଟୁର ନାୟିକା ଶ୍ରଦ୍ଧା କପୁର୍ । ଏହି ଖବରକୁ ପକ୍କା କରିଛନ୍ତି ଅଭିନେତା ବରୁଣ ।

ସେ କହିଛନ୍ତି ଶ୍ରଦ୍ଧା ହିଁ ହେବେ ଏବିସିଡି-ଥ୍ରୀରେ ତାଙ୍କ ନାୟିକା । ଶ୍ରଦ୍ଧାଙ୍କ ସହ ବରୁଣ ଏକ ଫଟୋ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରି କହିଛନ୍ତି ‘ୱେଲ୍କମ୍ ହୋମ୍ ଚିରକୁଟ’ । ଯାହା ସୂଚାଇ ଦେଉଛି ଏହି ଯୋଡି ପୁଣିଥରେ ଏବିସିଡି ଫ୍ରାଂଚାଇଜ ଆସିବେରେ ନଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More