Only for Entertainment

ଟ୍ରେଣ୍ଡରେ ରହିଛି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶ ଷ୍ଟାଇଲ, ଦେଖନ୍ତୁ ଫଟୋ

ndtv
42

ଅତ୍ୟାଧୁନିକ ଏଫ-୧୬ ପ୍ଲେନକୁ ନିଜ ମିଗ-୨୧ ବିମାନରେ ଖସାଇବା ପରେ ପାକିସ୍ତାନ କବଜାରେ ଆସି ଭାରତକୁ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ଦେଶର ନୂଆ ହିରୋ ହୋଇଯାଇଛନ୍ତି । ତାଙ୍କର ଯାଦୁ ଭାରତର ଯୁବା ପିଢିଙ୍କ ଉପରେ ଛାଇ ରହିଛି । ଖାସକରି ତାଙ୍କ ନିଶ ଷ୍ଟାଇଲ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଲୋକେ ମଧ୍ୟ ନିଜ ନିଶକୁ ଅଭିନନ୍ଦନଙ୍କ ପରି ବନାଇବା ଆରମ୍ଭ କରିଦେଇଛନ୍ତି ।

mbuj8nsg_abhinandanvarthamans-moustache-style-getting_625x300_03_March_19

ବେଙ୍ଗାଲୁରୁର ଜଣେ ବ୍ୟକ୍ତି ମୋହମ୍ମଦ ଚାନ୍ଦଙ୍କ କହିବା ଅନୁସାରେ, ସେ ତାଙ୍କର(ଅଭିନନ୍ଦନ) ଫ୍ୟାନ ହୋଇଯାଇଛନ୍ତି । ସେ ହେଉଛନ୍ତି ଦେଶର ପ୍ରକୃତ ହିରୋ । ଅଭିନନ୍ଦନଙ୍କ ଷ୍ଟାଇଲ ତାଙ୍କୁ ଖୁବ ପସନ୍ଦ ଆସିଛି । ସେଥିପାଇଁ ସେ ମଧ୍ୟ ନିଜ ନିଶକୁ ଠିକ ଅଭିନନ୍ଦନଙ୍କ ନିଶ ପରି ଲୁକ ଦେଇଛନ୍ତି ।

abhinandanvarthamans-moustache-style-_625x300_03_March_19

କହିରଖୁଛୁ ଯେ, ପାକିସ୍ତାନରେ ଦୁଇ ଦିନ ରହିବା ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ୧ ମାର୍ଚ୍ଚରେ ଭାରତ ଫେରିଥିଲେ । ଏବେ ମିଲେଟାରୀ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More