Only for Entertainment

ମାଷ୍ଟର ସୈଫ ସିଜନ ୬’ରେ ଓଡିଆ ପୁଅ, ଓଡିଆ ସାତ୍ୱିକ ଭୋଜନକୁ ଦେଲେ ଏକ ନିଆରା ପରିଚୟ !

facebook
224

ଷ୍ଟାରପ୍ଲସରେ ଆଧାରିତ ରିଆଲିଟି ଶୋ’ ମାଷ୍ଟର ସୈଫ୍ ସିଜନ୬’ରେ ଓଡିଆ ପୁଅ ଅବିନାଶ ନାୟକ, ଓଡିଆ ଖାଦ୍ୟକୁ ନିଆରା ଢଙ୍ଗରେ ସଜାଇ ଆଗକୁ ବଢିଛନ୍ତି ବ୍ରହ୍ମପୁରର ଅବିନାଶ ।

ଅଡିଶନରେ ଓଡିଆ ସାତ୍ୱିକ ଭୋଜନ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ‘ଖେଚୁଡି ବଲ୍’, ‘ଡାଲମା ସସ୍’ , ‘ପାଚେଡି’, ‘ଖୀରି’ , ‘ଫେଣି’, ‘ଲେମ୍ବୁ ଲଙ୍କା ଲୁଣ’ ଏବଂ ଖାଦ୍ୟକୁ ଦେଶୀ ଘିଅରେ ପ୍ରସ୍ତୁତ କରି ଆଗକୁ ଅତିକ୍ରମ କରି ଏବେ ସେ ମାଷ୍ଟର ସୈଫରେ ପହଂଚିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ନାଁ ଏବେ ସୋସିଆଲ ମିଡିଆରେ ଖେଳିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More