Only for Entertainment

ଚା’ ପିଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

teacoffeespiceofindia
40

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଚା’ର ସମ୍ବନ୍ଧ ଶନି ଗ୍ରହଙ୍କ ସହ ରହିଛି। ତେବେ ଏପରି କେତେକ କଥା ରହିଛି ଯାହା ଚା’ପିଇବା ସମୟରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଜାଣନ୍ତୁ ସେହି କଥା ବିଷୟରେ ..

  • ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ମାନଙ୍କ ଜାତକରେ ଶନିଙ୍କ ସ୍ଥିତ ଖରାପ ରହିଛି, ସେମାନେ ଚା’ପିଇବା ଉଚିତ ନୁହେଁ। ବରଂ ଚା’ ପ୍ରସ୍ତୁତ କରି ଅନ୍ୟମାନଙ୍କୁ ପିଇବାକୁ ଦେବା ଉଚିତ। ଏପରି କରିବା ଦ୍ୱାରା ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିଥାଏ।
  • ଯେଉଁ ମାନଙ୍କର ଜାତକରେ ଶନି ଭଲ ସ୍ଥିତିରେ ଅଛନ୍ତି, ସେମାନେ ଚା’ପିଇବା ଉଚିତ। ଏହାସହ ଚା’ ସହ ସମ୍ବନ୍ଧିତ ବ୍ୟବସାୟ ମଧ୍ୟ କରିପାରିବେ। ଏହାଦ୍ୱାରା ଲାଭବାନ ହୋଇପାରିବେ।
  • ଯେଉଁମାନେ ଅଧିକ କ୍ଷୀରରେ ପ୍ରସ୍ତୁତ ଚା’ପିଅନ୍ତି, ସେମାନେ ସୁଖ ଓ ଐଶ୍ୱର୍ଯ୍ୟ ଜୀବନ ପ୍ରାପ୍ତି ସହ ସଫଳତା ମଧ୍ୟ ପାଇଥାଆନ୍ତି।
  • ବହୁ ଲୋକଙ୍କୁ ମସଲା ଚା’ପିଇବା ପସନ୍ଦ କରିଥାଆନ୍ତି। ଏହିପ୍ରକାରର ଲୋକେ ଅଧିକ ପରିଶ୍ରମ କରି ସଫଳତା ପାଇଥାଆନ୍ତି।
  • ବହୁ ଲୋକଙ୍କୁ ନାଲି ଚା’ ପିଇବା ଖୁବ ପସନ୍ଦ। କୁହାଯାଏ ଯେ, ଏହି ପ୍ରକାରର ଲୋକେ ଖୁବ ବୁଦ୍ଧିଜୀବୀ ଓ ପ୍ରତିଷ୍ଠାବାନ ଅଟନ୍ତି। ଆର୍ଥିକ କ୍ଷେତ୍ରରେ ମଧ୍ୟ ଖୁବ ଉନ୍ନତି କରିଥାଆନ୍ତି।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More