Only for Entertainment

ସପ୍ତାହର ଏହି ଦିନ ଗୁଡିକରେ ତୁଳସୀ ପତ୍ର ଛିଡାଇବା ଅଶୁଭ , ଜାଣନ୍ତୁ !

Ayurvedic Upchar
0 80

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ୱ ରହିଥାଏ । ଘରେ ତୁଳସୀ ଗଛ ଲଗାଇବାଦ୍ୱାରା ସୁଖ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତୁଳସୀ ଗଛ ମା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ । ଏହାକୁ ଘରେ ଲଗାଇବା ଦ୍ୱାରା ଧନ ଅଭାବ ଦେଖାଯାଇ ନଥାଏ । ଏହାବ୍ୟତୀତ ଘରେ ସକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ଶାସ୍ତ୍ର ମୁତାବକ ତୁଳସୀ ପତ୍ର ଛିଡାଇବା ଏବଂ ଲଗାଇବା ସମୟରେ କିଛି ନିୟମ ରହିଛି ଏଠାରେ କୁହାଯାଇଛି ।

ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀକୁ ସର୍ବଦା ଉତ୍ତର ଏବଂ ପୂର୍ବ ଦିଗରେ ଲଗାଇବା ଉଚିତ । ଦକ୍ଷିଣ ଦିଗରେ ଏବଂ ରୋଷେଇ ଘର ପାଖରେ କେବେେ ବି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ ।

ଶାସ୍ତ୍ର ଅନୁସାରେ ତୁଳସୀ ପତ୍ର ଛିଡାଇବା ନିୟମ ଏଠାରେ ବତାଯାଇଛି ଯାହା ଅନୁସାରେ ରବିବାର ଏବଂ ମଙ୍ଗଳବାର ଦିନ ତୁଳସୀ ପତ୍ର ଛିଡାଇବା ଅନୁଚିତ । ରବିବାର ଦିନ ଭଗବାନ ବିଷ୍ଣୁଙ୍କର ପ୍ରିୟ ଦିନ ଅଟେ । ଏହାବ୍ୟତୀତ ତୁଳସୀ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ ଏହିକାରଣରୁ ରବିବାର ଦିନ ତୁଳସୀ ଛିଡାଇବା ଅନୁଚିତ ଅଟେ ।

ଏକାଦଶୀ, ସଂକ୍ରାନ୍ତି, ସୂର୍ଯଗ୍ରହଣ, ଚନ୍ଦ୍ରଗ୍ରହଣ ଏବଂ ସଂନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡାଇବା ଅନୁଚିତ ଏବଂ ଏହାସହ ବିନା କାରଣରେ ମଧ୍ୟ ତୁଳସୀ ପତ୍ର ଛିଡାଇବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More