Only for Entertainment

ବାସ୍ତୁ ଅନୁସାରେ ଘର ଆଗରେ ଫଳ ଗଛ କିମ୍ବା ଫୁଲ ଗଛ ଲଗାଇବା ଶୁଭ ଅଟେ !

The Good Shepherd Baptist Church
0 106

ଘର ଆଗରେ ଯଦି କୌଣସି ଫଳ ପୂର୍ଣ୍ଣ ଗଛ ଅଛି, ତେବେ ଏହାକୁ କେବେ ଶୁଖିବାକୁ ଦିଅନ୍ତୁ ନାହିଁ । ଯଦି ଏହି ଗଛ ଶୁଖିଯାଇଥାଏ କିମ୍ବା ଫଳ ହେଉନଥାଏ, ତେବେ ଏହି ଗଛ ଘର ଆଗରେ ରଖନ୍ତୁ ନାହିଁ । ଏହା ଫଳରେ ଘରେ ସନ୍ତାନ ସମସ୍ୟା ଦେଖା ଦେଇପାରେ ।

ଯଦି ଘରର କୌଣସି କାନ୍ଥରେ ବର ଗଛ ଉଠିଯାଏ ତେବେ ଏହାକୁ ପୂଜା କରି ହଟାଇ ଏକ ଫୁଲ କୁଣ୍ଡରେ ଲଗାଇ ଦେବେ । କାରଣ ବରଗଛ ବୃହସ୍ପତି ଗ୍ରହର କାରକ ଅଟେ । ଘରର ଠିକ ସାମ୍ନାରେ କିମ୍ବା ବାହାରେ ଛୋଟ ଫୁଲ ଗଛ ଲଗାଇବା ଶୁଭ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More