Only for Entertainment

ଟିଭି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି କୁଣାଳ ଖେମୁ !

DNA India
20

ବଲିଉଡ ଅଭିନେତା କୁଣାଳ ଖେମୁ ଖୁବ ଶୀଘ୍ର ଛୋଟ ପରଦାରେ ଡେବ୍ୟୁ କରିବା ଲାଗି ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ କୁଣାଳ ଏକ ଷ୍ଟାଂଡ ଅପ କମେଡି ଶୋ’ରେ ହୋଷ୍ଟ କରିବାର ନଜର ଆସିବେ । ଏହି କମେଡି ଶୋ’ର ନାଁ ରହିଛି ଏବେ ପର୍ଯ୍ୟନ୍ତ ‘କାନପୁରବାଲେ ଖୁରାନା’ ରଖାଯାଇଛି ଯେଉଁଥିରେ ସୁନୀଲ ଗ୍ରୋବର, ଅଲୀ ଅସଗର ଏବଂ ଉପାସନା ସିଂ ନଜର ଆସିବେ ।

ସୂତ୍ର ମୁତାବିକ, ଏହି ଶୋ’ରେ ଅନେକ ସେଲିବ୍ରେଟି ନଜର ଆସିବେ । ଏହି ଶୋ’ରେ କୁଣାଳଙ୍କ ସହ ଅଜୀବ ଭିଣୋଇ ସୁନୀଲ ଗ୍ରୋବରଏବଂ ଶାଳୀ ମାନେ ଦର୍ଶକଙ୍କୁ ଏଂଟରଟେନ କରିବେ । କୁଣାଳ ଏକ ସାକ୍ଷାତକାରରେ  ଏହା କନଫର୍ମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More