Only for Entertainment

ସଲମାନ ଏବଂ କ୍ୟାଟଙ୍କ ବିବାହ ଭିଡିଓ ହେଲା ଭାଇରାଲ , ଦେଖନ୍ତୁ !

78

ସଲମାନ ଖାନଙ୍କ ଫ୍ୟାନ୍ସ କେବଳ ଏହି ଦୁଇଟି ଜିନିଷକୁ ଅପେକ୍ଷା କରନ୍ତି । ଗୋଟିଏ ସଲମାନଙ୍କ ଫିଲ୍ମ ଏବଂ ଅନ୍ୟଟି ସଲମାନଙ୍କ ବିବାହ । ଏବେ ଫିଲ୍ମ ଜରିଆରେ ସଲମାନ ଫ୍ୟାନ୍ସଙ୍କୁ ଟ୍ରିଟ ଦେଇଥାଆନ୍ତି । କିନ୍ତୁ ବିବାହ ସରପ୍ରାଇଜ କେବେ ଦେବେ ଏହା ଜଣା ନାହିଁ । ସଲମାନଙ୍କ ସହ ଅନେକ ହିରୋଇନଙ୍କ ନାଁ ଯୋଡି ହୋଇଛି ଏବଂ ଏମାନଙ୍କ ମଧ୍ୟରୁ କିଛି ଜଚ୍ଚଙ୍କ ସହ ରିଲେସନସିପରେ ମଧ୍ୟ ଥିଲେ । ଅସଲରେ ବିବାହ କରନ୍ତୁ ନା ନାହିଁ , ରିଅଲ ଲାଇଫରେ ସେ ଅନେକ ଥର ବିବାହ କରି ସାରିଲେଣି । ତେବେ ଏହାମଧ୍ୟରେ ତାଙ୍କର ଏକ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

@bharat_thefilm the #wedding #scene fun doing these clothes , styled by @ashley_rebello and Alvira khan agnitotri

A post shared by Ashley Rebello (@ashley_rebello) on

ଏହି ଭିଡିଓ ସଲମାନଙ୍କ ଡିଜାଇନର ଶେୟାର କରିଛନ୍ତି , ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ କ୍ୟାଟଙ୍କ ବିବାହ କରୁଛନ୍ତି । ସମସ୍ତ ଲୋକ ତାଙ୍କ ଉପରେ ଫୁଲ ପକାଉଛନ୍ତି । ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଭିଡିଓ ସତ ବିବାହର ନୁହେଁ । ଭିଡିଓ ତାଙ୍କ ପୂର୍ବ ଫିଲ୍ମ ଭାରତର ଅଟେ । ଫ୍ୟାନ ମାନଙ୍କ ପାଇଁ ଏହା ଏକ ଟ୍ରିଟ ଠାରୁ କିଛି କମ ନୁହେଁ । ପରିବାର ଲୋକ ମଧ୍ୟ ଏହି ମାମଲାରେ ଥକି ଗଲେଣି । ସେମାନେ ମଧ୍ୟ ଅପେକ୍ଷା କରିଛନ୍ତି କେବେ ବିବାହ କରିବେ ସଲମାନ ।

ଏବେ ସଲମାନ ନଚ ବଲିୟେ ୯’ ପାଇଁ ବ୍ୟସ୍ତ ଅଛନ୍ତି । ଏହି ଶୋ’ ସେଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି , ଯେଉଁଥିରେ ନିଜ ବିବାହକୁ ନେଇ ଏକ୍ସ ସହ ଫିଲ୍ମ ବିଷୟରେ କହିଛନ୍ତି । ଏହି ଭିଡିଓରେ ସଲମାନ କହୁଥିବାର ନଜର ଆସିଛନ୍ତି ଯେ ସମସ୍ତେ ତାଙ୍କୁ ନେଗେଟିଭରେ ନିଅନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More