Only for Entertainment

ବାଲାକୋଟ ଏୟାର ଷ୍ଟ୍ରାଇକ, ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ଅଭିନେତା ବିବେକ ଓବରୟ !

60

ଅଭିନେତା ବିବେକ ଓବରୟ ଖୁବ ଶୀଘ୍ର ଭାରତୀୟ ବାୟୁସେନାର ବୀରତାକୁ ସଲାମ କରିବା ପାଇଁ ବାଲାକୋଟ ଏୟାର ଷ୍ଟ୍ରାଇକ ଉପରେ ଫିଲ୍ମ ଆଣିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବାଲାକୋଟ ଏୟାର ଷ୍ଟ୍ରାଇକ, ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଭୂଲରେ ପାକିସ୍ତାନ ପହଂଚିବା ଏବଂ ପରେ ନିଜ ଦେଶକୁ ଫେରିବାର ପୂରା କାହାଣୀ ଉପରେ ପର୍ଯ୍ୟବେସିତ । ଚଳିତ ବର୍ଷ ଫେବୃୟାରୀ ପୁଲବାମାରେ ହୋଇଥିବା ଆତଙ୍କି ହମଲା ପରେ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଜବାବ ଦେଇଥିଲେ । ଫିଲ୍ମର ସୁଟିଂ ଜମ୍ମୁ କାଶ୍ମୀର, ଦିଲ୍ଲୀ ଏବଂ ଆଗ୍ରାରେ ହୋଇପାରେ ଏବଂ ଏହା ଚଳିତ ବର୍ଷ ଶେଷ ସୁଦ୍ଧା ପରଦାରେ ନଜର ଆସିପାରେ ।

ବିବେକଙ୍କୁ ଏହି ଫିଲ୍ମ ପ୍ରସ୍ତୁତି ପାଇଁ ଅନୁମତି ମିଳିଯାଇଛି । ଫିଲ୍ମକୁ ହିନ୍ଦୀ ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରସ୍ତୁତି କରାଯିବା ପାଇଁ ପ୍ଲାନିଂ ଚାଲିଛି । ଏଠାରେ ଆମେ କହି ରଖୁଛୁ ଯେ ଅଭିନନ୍ଦନଙ୍କୁ ବୀର ଚଳ୍ରରେ ସମ୍ମାନିତ କରାଯାଇଛି । ସେହିଭଳି ମିନ୍ଟି ଯୁଦ୍ଧ ସେବାର ମେଡାଲ ପ୍ରାପ୍ତ ପ୍ରଥମ ମହିଳା ବନିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More