Only for Entertainment

ଫିଲ୍ମରେ ସବୁଠାରୁ ଅଧିକ ହୋଇଥିଲା ଦୁଷ୍କର୍ମ ଏହି ଅଭିନେତ୍ରୀଙ୍କ ସହ ! ୨୭ବର୍ଷ ବୟସରେ ହୋଇଥିଲା ତାଙ୍କ ଦେହାନ୍ତ ।

amarujala
0 262

ବଲିଉଡରେ ବିଭିନ୍ନ ପ୍ରକାରର ଫିଲ୍ମ ପ୍ରସ୍ତୁତ କରାଯାଇଥାଏ । ୧୯୬୦-୭୦ଦଶକରେ ଯେତେବେଳେ ମହିଳାଙ୍କୁ ସାମାଜିକ ଉତ୍ପୀଡନ, ଶୋଷଣ ଭଳି ସମସ୍ୟାର ଶିକାର ହେବାକୁ ପଡୁଥିଲା ଏହି ସମୟରେ ଫିଲ୍ମ ଜଗତରେ ଏହି ସମସ୍ୟାକୁ ପରଦାକୁ ଅଣାଯାଇଥିଲା । କିନ୍ତୁ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ସିନେମା ପ୍ରକ୍ରିୟା ବେଳେ ଅଭିନେତ୍ରୀ ନଜିମାଙ୍କୁ ଅନେକଥର ଦୁଷ୍କର୍ମ ଶିକାର ଅଭିନୟର ସାମ୍ନା କରିବାକୁ ପଡୁଥିଲା, ଆସନ୍ତୁ ଜାଣିବା ଏହି ସମ୍ପର୍କରେ ..

ଫିଲ୍ମ ଦୁନିଆରେ ନଜିମାଙ୍କୁ ଅନେକ ସମୟରେ ଭଉଣୀ କିମ୍ବା ବନ୍ଧୂଙ୍କ ଭୂମିକାରେ ଅଭିନୟ କରିବାକୁ ମିଳୁଥିଲା । ତେବେ ଏଭଳି ଭୂମିକା ତାଙ୍କୁ ହିଁ କେବଳ ଦିଆଯାଇଥିଲା କାରଣ ଦୁଷ୍କର୍ମ ଭଳି ସିନ୍ ତାଙ୍କୁ ଦିଆଯିବ ବୋଲି । ଏଠାରେ ଆମେ କହି ରଖୁଛୁ ଯେ ତାଙ୍କରୁ ଏହି ସୁନ୍ଦର କୋମଳ ଚେହେରା ଦେଖି ନିର୍ଦ୍ଦେଶକ କେବଳ ତାଙ୍କୁ ଏଭଳି ଅଭିନୟରେ ଦେଖିବାକୁ ପସନ୍ଦ କରୁଥିଲେ ।

nazima_1522081768

ନଜିମା ମହାରାଷ୍ଟ୍ରର ନାସିକରେ ୧୯୪୮ଜନ୍ମଗ୍ରହଣ କରିଥିଲେ । ଆରମ୍ଭରୁ ହିଁ ନଜିମାଙ୍କର ଫିଲ୍ମ ପ୍ରତି ଆକର୍ଷଣ ଥିଲା । ସେ ପିଲାଦିନରୁ ହିଁ ଏହି ଜଗତରେ ପାଦ ଦେଇଥିଲେ ଏବଂ ତାଙ୍କଚ ଅଭିନୟରେ ଲୋକଙ୍କ ମନ ମଧ୍ୟ ଜିତିପାରିଥିଲେ । ବେବି ଚାନ୍ଦ, ହମ ପଂକ୍ଷୀ ଭଳି ଫିଲ୍ମରେ ଅଭିନୟ କରି ସେ ଖୁବ ପ୍ରସିଦ୍ଧ ହୋଇଥିଲେ ।

nazima_1522081823

ଏଠାରେ ଆମେ କହି ରଖୁଛୁ ଯେ, ୧୯୬୦ରୁ ୭୦ ଦଶକ ମଧ୍ୟରେ ଫିଲ୍ମରେ ହେଉଥିବା ଦୁଷ୍କର୍ମ ପ୍ରମୁଖ ଥିଲା । ଏପରିକି ଅନେକ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଦୁଷ୍କର୍ମ ସିନ ଉପରେ ହିଁ ନିର୍ଭରଶୀଳ ଥିଲା ଏବଂ ଏହି ଅଭିନୟ ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ନଜିମା ଥିଲେ । ବଲିଉଡରେ ସେ ରେପ ସିନ କରି କରି ତାଙ୍କୁ ରେପ ରାନୀ ନାଁରେ ମଧ୍ୟ ଦର୍ଶକ ମାନେ ଚିହ୍ନୁଥିଲେ ।

୧୯୭୨ରେ ଆସିଥିବା ଫିଲ୍ମ ‘ବେଇମାନ’ରେ ତାଙ୍କୁ ଅଭିନେତା ମନୋଜଙ୍କ ସହ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଏହି ଫିଲ୍ମ ପାଇଁ ତାଙ୍କୁ ଆୱାର୍ଡ ମଧ୍ୟ ମିଳିଥିଲା । ଫିଲ୍ମ ଦୁନିଆରେ ସେ ଖୁବ କମ ସମୟ ଦେଇଥିଲେ କାରଣ ସେ କକର୍ଟ ରୋଗରେ ପୀଡିତ ଥିଲେ । ୧୯୭୫ରେ ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ‘ଲଭ ଆଣ୍ଡ ଗଡ’ନଜିମାଙ୍କ ଶେଷ ଫିଲ୍ମ ଥିଲା । ମାତ୍ର ଏହି ଫିଲ୍ମ ତାଙ୍କର ମୃତ୍ୟୁ ପରେ ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More