Only for Entertainment

ଓଲିଉଡ୍ ସୁନ୍ଦରୀ ପ୍ରକୃତି ମିଶ୍ର ନୂଆ ଓଡିଆ ର‌୍ୟାପ୍ ସଙ୍ଗରେ ଆସିଲେ ନଜର , ଦେଖନ୍ତୁ

67

ନୂଆ ବର୍ଷରେ ଆସିଲା ନୂଆ ଓଡିଆ ର‌୍ୟାପ୍ ସଙ୍ଗ । ଗୀତରେ ଅଭିନୟ କରିବାରେ ନଜର ଆସିଲେ ଓଲିଉଡ୍ ସୁନ୍ଦରୀ ପ୍ରକୃତି ମିଶ୍ର । ଗୀତଟିର ଟାଇଟେଲ୍ ରହିଛି ସ୍କିଲ୍ଡ୍ ଓଡିଆ । ଏହି ଗୀତରେ ଅନେକ ଦିନ ପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଓଡିଆ ଗୀତରେ ଦେଖିବାକୁ ମିଳିଛି ।

ଏହି ଭିଡିଓରେ ପ୍ରକୃତିଙ୍କ ସହ ନୂଆ କଳାକାର ରୁସାନ ମଧ୍ୟ ନଜର ଆସିଛନ୍ତି । ରୁସାନଙ୍କ ଫିଲ୍ମି କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ଅନେକ ଆଲବମରେ ନିଜର ଅଭିନୟ ଦେଖାଇ ସାରିଛନ୍ତି ଏବଂ ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ ତରଫରୁ ତାଙ୍କର ଏକ ସିନେମା ଆସୁଛି ‘ଚାଲ ଟିକେ ଦୁଷ୍ଟ ହେବ’ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More