Only for Entertainment

କ୍ୟାମେରା ଦେଖି ଚେହେରା ଲୁଚାଇଲେ ବରୁଣଙ୍କ ଅଭିନେତ୍ରୀ, ରାଗରେ ଲାଲ ପଡ଼ିଗଲା ତମନ୍ନାଙ୍କ ମୁହଁ ।

punjab kesari
0 33

ବଲିଉଡ ଅଭିନେତା ବରୁଣ ଧାୱନଙ୍କୁ ବନିତା ସନ୍ଧୁଙ୍କ ସହିତ ଏୟାରପୋର୍ଟରେ ସ୍ପଟ କରାଯାଇଛି । ତାଙ୍କ ଫଟୋ କ୍ୟାପଚର ହେବା ସମୟରେ ବନିତା ନିଜ ମୁହଁକୁ ଲୁଚାଉଥିବା ନଜର ଆସିଛନ୍ତି । ସେହି ସମୟରେ ବରୁଣ ତାଙ୍କୁ କ୍ୟାମେରାରୁ ପ୍ରୋଟେକ୍ଟ କରୁଥିବା ନଜର ଆସିଛନ୍ତି ।

 


କେବଳ ସେତିକି ନୁହେଁ,ବାନ୍ଦ୍ରାରେ ଅଭିନେତ୍ରୀ ତମନ୍ନାଙ୍କୁ ସ୍ପଟ କରାଯାଇଛି । ସେ ତାଙ୍କ ଡ୍ରେସ କାରଣରୁ ଚିନ୍ତିତ ଥିବା ଜଣାପଡ଼ୁଥିଲେ ଏବଂ ରାଗିଥିବା ଭଳି ନଜର ଆସିଥିଲେ । ଏହା ବ୍ୟତୀତ ଏହିଭଳି ବଲିଉଡର ଅଧିକାଶ ହିରୋଇନଙ୍କୁ ସ୍ପଟ କରାଯାଇଥିବା ଦେଖିବାକୁ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More